ଦେବଗିରି କଲେଜ କମିଟି ପକ୍ଷରୁ ଅର୍ଣ୍ଣଦାନ କାର୍ଯ୍ୟକ୍ରମ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଦେବଗିରି କଲେଜ ପରିଚାଳନା କମିଟି ପକ୍ଷରୁ କାର୍ତିକ ପୁର୍ଣିମା ପୁଲକ୍ଷେ ଭକ୍ତଙ୍କୁ ଅର୍ଣ୍ଣ ଦାନ ମହତ କାର୍ଯ୍ୟ ହାତକୁନେଇ ପ୍ରସାଦ ବଣ୍ଟନ କରିଥିଲେ।ପୂର୍ବରୁ ହଜାର ହଜାର ଭକ୍ତ ଦେବଗିରି ଶୈବ ପୀଠକୁ ଆସି ଖାଲି ପେଟରେ ଯାଉଥିଲେ। ଭକ୍ତଙ୍କୁ ପ୍ରସାଦ ର ବ୍ୟବସ୍ଥା ଚିନ୍ତାକରୀ ଆଜି କଲେଜ ସମୁନରେ ବଣ୍ଟନ କରାଯାଇଥିଲା। କମିଟି ସଭାପତି ବି. ଭି ପ୍ରସାଦ ରାଓ,ନିର୍ମଳା କାଡ୍ରାକା, ସମ୍ପାଦକ ମାଉଡ଼ି ବାରିକ,ଏଙ୍କେଟେଶ୍ୱର ପାଢ଼ୀ, ଜି ନାଗେଶ କୁମାର, ସନ୍ତୋଷ ପଟନାୟକ, ଶିକ୍ଷକ ଶିବରାମ କାଡ୍ରାକା, ବୀରେନ୍ଦ୍ର କୌଶଲ୍ୟା ଓ ସମସ୍ତ ସଦସ୍ୟ ଉପସ୍ଥିରେ ହଜାର ହଜାତ ଭକ୍ତଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇଥିଲା। ଭକ୍ତ ମାନେ ପ୍ରସାଦ ସେବଙ୍କାରୀ ଆତ୍ମୋଷନ୍ତସ ପ୍ରକାଶ କରିବା ସହକଲେଜ କମିଟିକୁ ଭୂଷୟୀ ପ୍ରଶଂସା କରିଥିଲେ।


