ବରଗଛ ପଡି ୪୫ ରାଜପଥ ଆବରୋଧ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ରାୟଗଡା ଓ କଲ୍ୟାଣସିଂହପୁର ମୁଖ୍ୟ ୪୫ରାଜପଥର ରାସ୍ତା ଉପରେ ପୁରାତନ ବର ଗଛ ପଡି ରାସ୍ତା ଆବୋରଧ ହୋଇ ପଡ଼ିଥିବାରୁ ଦୀର୍ଘ ଚାରି ଘଣ୍ଟା ଯାତାୟାତ ବାଧା ପ୍ରାପ୍ତ ହୋଇଥିଲା। ଚଳିତ ଲଘୁଚାପ ବର୍ଷା ଯୋଗୁ ଭଟପରିସୀ ନାଳ ଉପରେ ଥିବା ଏକ ବହୁ ପୁରାତନ ବର ଗଛ ବର୍ଷା ଯୋଗୁ ଉପାଡି ଯାଇଛି। ଯାହା ଫଳରେ ରାୟଗଡା ଓ କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ସମସ୍ତେ ଯାନବାହାନ ଚଲାଚଳ ଏକ ପ୍ରକାର ଠପ ହୋଇଥିଲେ। ପରେ ଅଗ୍ନିଶ୍ରମ ବିଭାଗର ଓ଼ଆସି ବିଜୟକୁମାର ନେହେରା ଓ ସମସ୍ତ କର୍ମଚାରୀ ମିଶି ଘଛକୁ କାଟି ସଫା କରିଥିଲେ। ସଫା ହେବା ଫଳରେ ଯାତାୟତ କରିଥିଲା ଯାନ ବାହାନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ