ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କୁ ବିଜେଡି କ୍ୟାମ୍ପସ କମିଟି ପକ୍ଷରୁ ସମ୍ବର୍ଦ୍ଧନା

ବେତନଟୀ (ଓ୍ବାଇଏନଏସ): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ନୂତନ୍ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କୁ ବିଜେଡି କ୍ୟାମ୍ପସ କମିଟି ପକ୍ଷରୁ ସ୍ବାଗତ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବିଜେଡି କ୍ୟାମ୍ପସ କମିଟିର ଦେବାଶିଷ ମହାନ୍ତ, ମୋହିତ କୁମାର ମଲ୍ଲିକ, ଦୁର୍ଗେଶ ନଦିନୀ ପ୍ରଧାନ, ଶ୍ରେୟା ପାଣି, ବିଶ୍ବରଞ୍ଜନ ଭୋଇ, ଅଭିଜିତ ସାହୁ, ଭବାନୀ ଶଙ୍କର କବି, ପ୍ରଜ୍ଞା ଦାସ ମହାପାତ୍ର ପ୍ରମୁଖ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରଫେସର ମିଶ୍ରଙ୍କୁ ସାକ୍ଷାତ କରିବା ସହ ବିଶ୍ବବିଦ୍ୟାଳୟର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ