ଏସ୍ସିବିକୁ ଆସିବେ ଜଗା-ବଳିଆ ଦିଲ୍ଲୀ ଗଲେ ଦୁଇ ଡାକ୍ତର

କଟକ: ଜଗା-ବଳିଆଙ୍କୁ ଆଣିବା ପାଇଁ ଆଜି ଦିଲ୍ଲୀ ଗଲେ ଶିଶୁରୋଗ ବିଭାଗର ଦୁଇ ଜଣ ଡାକ୍ତର । ସେମାନେ ଦିଲ୍ଲୀ ଏମ୍ସରେ ପହଞ୍ଚି ଜଗା-ବଳିଆଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ

Read more

ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ତରଫରୁ ସ୍ୱାଧୀନତା ଦିବସ ପାଳିତ

କଟକ, (ଯୁଗାବ୍ଦ ନ୍ୟୁଜ)  : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ତରଫରୁ କଟକସ୍ଥିତ ପାର୍ଟି କାର୍ଯ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ

Read more

କର୍ମ·ରୀଙ୍କ ସାଂଗଠନିକ କର୍ମଶାଳା

କଟକ, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ‘ସାଂଗଠନିକ କର୍ମଶାଳା’ରେ ୬ ଦଫା ଦାବି ଉପରେ ରାଜ୍ୟସ୍ତରୀୟ ଆନ୍ଦୋଳନ

Read more

କଟକ ଟ୍ରିପଲ ମର୍ଡର ଘଟଣା …

ଭୂବନେଶ୍ୱର, ବହୁ ଚର୍ଚ୍ଚିତ କଟକ ଟ୍ରିପଲ୍ ମର୍ଡର ଘଟଣାକୁ ନେଇ ରାଜ୍ୟରେ ଜୋରସୋର ଚର୍ଚ୍ଚା ଚାଲିଛି । ପ୍ରକୃତରେ ଓଡଗାଁ ଅଂଚଳର ନାରାୟଣ ସାହୁ ଦୋଷୀ ନା

Read more

ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ଦାବି

କଟକ, (ଯୁଗାବ୍ଦ ନ୍ୟୁଜ) :  ଜିଲ୍ଲା ନିଆଳି ବ୍ଲକ ଆମ୍ବପଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଜଣେ ଦୁର୍ବୃତ୍ତ କଟୁରୀରେ ହାଣିବା ଘଟଣାକୁ ନୂତନ

Read more

ଗଣଶିକ୍ଷା ମନ୍ତ୍ରୀ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା

ଚାରିଛକ(ଜୁଗାବ୍ଦ ନ୍ୟୁଜ୍‍): : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକଙ୍କୁ ନିମାପଡା ବିଧାନସଭା ନିର୍ବାଚନ

Read more

ମାହାଙ୍ଗାରେ ବାଜି ମାରିଲେ ପ୍ରତାପ

ମାହାଙ୍ଗା/ନିଶ୍ଚିନ୍ତକୋଇଲି (ଯୁଗାବ୍ଦନ୍ୟୁଜ): ଚଳିତ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଲଗାଥର ତିନିଥର ବିଜୟ ହାସଲ କରି

Read more

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ସଂଘ ଶିକ୍ଷା ବର୍ଗ କଟକର ଗତିରାଉତ ପାଟଣା ନିକଟସ୍ଥ କେଶବଧାମରେ ଆଜି ଉଦ୍ଘାଟିତ ହୋଇ ଯାଇଛି । ଓଡିଶା ସମେତ ପଶ୍ଚିମବଙ୍ଗ, ଆସାମ,ଆଣ୍ଡାମାନ

Read more

ଆରଏସ୍ଏସ୍ ତରଫରୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ଆରମ୍ଭ

କଟକ,(ଗୋଲକ ଚନ୍ଦ୍ର ଦାସ ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ସଂଘ ଶିକ୍ଷା ବର୍ଗ କଟକର ଗତିରାଉତ ପାଟଣା ନିକଟସ୍ଥ କେଶବଧାମରେ

Read more

Advertisement

ଏବେ ଏବେ