ବୃନ୍ଦାବନ ବିଦ୍ୟାପିଠ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ / ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାପିଠ ପକ୍ଷରୁ ଶନିବାର ଶକ୍ତି ସଂରକ୍ଷଣ ଦିବସ ଓ ସଡ଼କ ସୁରକ୍ଷା ସଚେତନତା

Read more

ଗଞ୍ଜାମ ଗ୍ରସ୍ତରେ ରାଜ୍ୟପାଳ

ଗଞ୍ଜାମ – ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ଗଞ୍ଜାମ ଜିଲା ଗ୍ରସ୍ତରେ ଆସିଛିନ୍ତି । ବ୍ରହ୍ମପୁର ଏମକେସିଜିରେ ହେବାକୁ ଥିବା ଏକ ସମ୍ମିଳନୀରେ ଓ

Read more

ଜଗନ୍ନାଥ ମନ୍ଦିରରେ ପ୍ରବଚନ

ବ୍ରହ୍ମପୁର,(ଯୁଗାଦ୍ଦନ୍ୟୁଜ)- ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ବିଜିପୁର ଜଗନ୍ନାଥ ମନ୍ଦିର ପରିସରରେ ସଂଧ୍ୟାଆଳତି ଓ ମାରୁତି ସତ୍‌ସଙ୍ଗ ଭକ୍ତ ମାନଙ୍କ ଦ୍ୱାରା କିର୍ତ୍ତନ ପରେ ବକ୍ତା ଶ୍ରୀମାନ୍ ରଙ୍କନିଧି

Read more

ଏଲ ଭି ପ୍ରସାଦ ଦୃଷ୍ଟି ହସ୍ପିଟାଲ ଅର୍ଜୁନ ୱାଣେ ଚକ୍ଷୁକେନ୍ଦ୍ରର ୪ର୍ଥ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର : ସାବିତ୍ରୀ ୱାଣେ ଚାରିଟେବୁଲ ଫାଉଣ୍ଡେସନ ସହାୟତାରେ ଗତ ୪ ବର୍ଷ ପୂର୍ବେ ଅ ।ମ୍ବପୁଅ । ଠାରେ ପ୍ରତିଷ୍ଠା ହେ ।ଇଥିବା ଏଲଭି ପ୍ରସାଦ

Read more

ବୁଗୁଡ଼ାରେ ବାଇପାସ ରୋଡ଼ ନିର୍ମାଣ ହେବ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡ଼ାରୁ ପୋଲସରା ଯିବା ପାଇଁ ଏକ ବାଇପାସ ରୋଡ଼ ନିର୍ମାଣ ନିମନ୍ତେ ପ୍ରଥମ ପର‌୍ୟ୍ୟାୟ ପଦକ୍ଷେପ ଆରମ୍ଭ ହୋଇଛି।ଗୁରୁବାର ଦିନ ସ୍ଥାନୀୟ ବିଧାୟକ ତଥା

Read more

ବାଲିପଦରରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଞ୍ଜାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବି

Read more

ପିଆଜ ଦରରେ ସାମାନ୍ୟ ଆସ୍ୱସ୍ଥି

ବ୍ରହ୍ମପୁର,( ମନୋଜ କୁମାର ସାହୁ ): ଦୀର୍ଘ ଦୁଇ ମାସ ଧରି ପିଆଜର ଦର ଆକାଶ ଛୁଆ ରହିଥିବା ବେଳେ ଗ୍ରାହକ ମାନଙ୍କୁ ଟିକିଏ ଆସ୍ୱସ୍ଥି ମିଳିଛି

Read more

ଟାଟା ଷ୍ଟିଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌) : ଟାଟା ଷ୍ଟିଲ ପକ୍ଷରୁ ଶୁକ୍ରବାର ଦିନ ବେଗୁନିଆପଡ଼ା ବ୍ଳକର ଜନତା ନୋଡ଼ାଲ ହାଇ ସ୍କୁଲ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ

Read more

ପୋଡାପଦର ଠାରେ ମୋ ଗାଁରେ ତହସିଲ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ତହସିଲ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତର ପୋଡାପଦର ଗ୍ରାମର ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ନେତୃତ୍ୱରେ

Read more

ଦ୍ୱିତୀୟ ଦିବସରେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଶୁକ୍ରବାର ଅର୍ଥାତ୍ ୧୩ ତାରିଖ ଦ୍ୱିତୀୟ ଦିବସରେ ନବକୁଣ୍ଡୀୟ ଗାୟତ୍ରୀ

Read more

Advertisement

ଏବେ ଏବେ