୧୦ ଦଫା ଦାବି ପୁରଣ ନ ହେବାରୁ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତ ପ୍ରତିନିଧିଙ୍କ ଗଣଧାରଣା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବ୍ଳକର ବିଭିନ୍ନ ପଂଚାୟତର ପ୍ରତିନିଧିମାନେ ୧୦ଦଫା ଦାବିକୁ ନେଇ ଗଣଧାରଣା ଦେଇଛନ୍ତି। ଏସଂକ୍ରାନ୍ତରେ ପଂଚାୟତ ପ୍ରତିନିଧିମାନଙ୍କର
Read more











