ମାନସିଂ ବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣେଶ ପୂଜା ଅନୁଷ୍ଠିତ

ବାଲେଶ୍ୱର, ମୁନିସିପାଲିଟି ଅନ୍ତର୍ଗତ ମାନସିଂ ବଜାରଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପିଲାମାନେ ସକାଳ ୮ ଘଟିକା ସମୟରେ

Read more

ସୂଚନା ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀଙ୍କ ସମୀକ୍ଷା

ବାଲେଶ୍ୱର- ଶନିବାର ମାନ୍ୟବର ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଗସ୍ତରେ ଆସି ବିଭାଗୀୟ

Read more

ଜନ ଜୀବନ ସୁରକ୍ଷା ସମିତିର ବସ୍ତି ବାସିନ୍ଦାଙ୍କ ଦାବି ନେଇ ଗଣଧାରଣା

ବାଲେଶ୍ୱର : ଆଇ.ଟି.ଆଇର ପାଚେରୀ ନିର୍ମାଣକୁ ବିରୋଧ କରି ଜଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଇ.ଟି.ଆଇ ନିକଟସ୍ଥ ବସ୍ତିବାସିନ୍ଦା । ରାସ୍ତା ସମସ୍ୟା ନେଇ ରାସ୍ତାରେ

Read more

ସଂସ୍କୃତ ସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳିତ

ବାଲେଶ୍ୱର : ବାଲେଶ୍ୱର ସଂସ୍କୃତ ମଣ୍ଡଳ ପକ୍ଷରୁ ସ୍ଥାନୀୟ ଜେ.ଆର.ସି ଭବନରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ସଭାପତିତ୍ୱ କରି ପଣ୍ଡିତ ରବିନାରାୟଣ ମିଶ୍ର

Read more

ସେପ୍ଟେମ୍ବର ପହିଲାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ବାଲେଶ୍ୱର : ସେପ୍ଟେମ୍ବର ପହିଲାରୁ ଅକ୍ଟୋବର ୧୫ ତାରିଖ ଯାଏଁ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୦ ଆରମ୍ଭ ହେଉଛି । ଏଥିପାଇଁ ଭାରତ

Read more

ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ପଂଚାୟତ ସ୍ତରରେ ସରକାରୀ ଭିତିଭୂମି ସୁଦୃଢ କରାଯିବ

ବାଲେଶ୍ୱର,(ଯୁଗାବ୍ଦ ନୁ୍ୟଜ୍): ଜିଲ୍ଲାର ସମସ୍ତ ସରପଂଚ ମାନଙ୍କୁ ନେଇ ଆଜି ଏକ ସଚେତନତା କର୍ମଶାଳା ଅନୁÂିତ ହୋଇଯାଇଛି । ପଂଚାୟତ ସ୍ତରରେ ସମସ୍ତ ଯୋଜନାର ସଫଳ ରୂପାୟନ

Read more

ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିଦେ୍ର୍ଧଶକଙ୍କ ବାଲେଶ୍ୱର କାର୍ଯ୍ୟାଳୟ ଗସ୍ତ

ବାଲେଶ୍ୱର,(ଯୁଗାବ୍ଦ ନୁ୍ୟଜ୍): ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କଟକ କାର୍ଯ୍ୟାଳୟର ଉପ ନିଦେ୍ର୍ଧଶକ ପ୍ରମୋଦ କୁମାର ମଲ୍ଲିକ ବାଲେଶ୍ୱର ଗସ୍ତରେ ଆସି ବିଭାଗୀୟ ତଦନ୍ତ କାର୍ଯ୍ୟ

Read more

ନାରୀ ସୁରକ୍ଷା-ବେଆଇନ୍ ନିଶା କାରବାର ବନ୍ଦକୁ ଅଧିକ ଗୁରୁତ୍ୱ ଦେବି: ପୂର୍ବାଞ୍ଚଳ ଆଇଜି

ବାଲେଶ୍ୱର,( ଯୁଗାବ୍ଦ ନୁ୍ୟଜ୍): ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲୁ୍ୟଜେ) ବାଲେଶ୍ୱର ଶାଖାର କର୍ମକର୍ତ୍ତାମାନେ ପୂର୍ବାଞ୍ଚଳ ଜୋନ ପୁଲିସ ମହାନିରୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦୀପ୍ତେଶ

Read more

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମିଶନ ପଡିଆଠାରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ

Read more

ସ୍ୱାଦିଷ୍ଟ ପାଉଁରୁଟିରେ ଜାଲିଆତି ଅଭିଯୋଗ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ସମେତ ସହରରେ ଦେନନ୍ଦିନ ଲକ୍ଷଲକ୍ଷ ଟଙ୍କାର ବ୍ରେଡ୍ ବିକ୍ରୟ ହେଉଛି । ଏମିତିକି ବାଲେଶ୍ୱର ସହରରେ ବିଭିନ୍ନ ନାମୀଦାମୀ କମ୍ପାନୀର ପାଉଁରୁଟି

Read more

Advertisement

ଏବେ ଏବେ