ଅଶୋକ ଲେଲ୍ୟାଣ୍ଡ ପୂର୍ବାଚଂଳରେବ୍ୟବସାୟୀକ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ହିନ୍ଦୁଜା ଗ୍ରୁପର ଅଂଶ ତଥା ଦେଶର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ଅଶୋକ ଲେଲ୍ୟାଣ୍ଡର ଓଡ଼ିଶା ତଥା ପୂର୍ବ ଭାରତରେ ଦୃଢ଼

Read more

ଫର୍ଚ୍ୟୁନ୍ ବ୍ରାଣ୍ଡ୍ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଯୋଜନା ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅଂଶ ହେବାକୁ ଭାରତର ସର୍ବବୃହତ ଖାଦ୍ୟ ଓ ଏଫ୍‌ଏମ୍‌ସିଜି କଂପାନି ଆଦାନି ୱିଲ୍‌ମାର୍

Read more

ଗ୍ରିନ ହାଇଡ୍ରୋଜେନ, ଏକ ଶୂନ କାର୍ବନ ଭବିଷ୍ୟତ ଦିଗରେ ଚୂଡ଼ାନ୍ତ ପଦକ୍ଷେପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ)ର ୫୪ତମ ବାର୍ଷିକ ବୈଠକ ପାଇଁ ତାଙ୍କ ବ୍ଲଗରେ ଭାରତ

Read more

ବିଏଫ୍‌ଆଇଏଲ୍‌ ପକ୍ଷରୁ ସା-ଧନ ସହଯୋଗିତାରେ ଆର୍ଥିକ ସାକ୍ଷରତା କର୍ମଶାଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଉତ୍ପାଦ ଓ ସେବା ବିଷୟରେ ଜ୍ଞାନ ପ୍ରଦାନ କରି ନାଗରିକଙ୍କୁ ସଶକ୍ତ କରିବା

Read more

ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଇବିଆଇଟିଡିଏରେ ଉଲ୍ଲେଖନୀୟ ୮୧% ବୃଦ୍ଧି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଗୁଜରାଟର ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ୨୦୨୩-୨୪ ଆର୍ଥିକ

Read more

ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲି୍‌କ୍ ଅଫର ୨୦୨୪ ଜାନୁୟାରି ୧୯ରେ ଖୋଲିବ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଜାନୁୟାରି ୧୯ ଶୁକ୍ରବାର ଦିନ ଖୋଲିବ । କଂପାନି ଏହି ଅଫର ଜରିଆରେ

Read more

ଏୟାରଇଣ୍ଡିଆଏକ୍ସପ୍ରେସ୍‌ପକ୍ଷରୁ “ଟାଇମ୍‌ଟୁଟ୍ରାଭେଲ୍‌”ରଶୁଭାରମ୍ଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏୟାରଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଟାଇମ୍‌ଟୁ ଟ୍ରାଭେଲ୍‌ ସେଲ୍‌ ଘୋଷଣା କରାଯାଇଛି ଯେଉଁଥିରେ ଯାତ୍ରୀମାନେ ଡୋମେଷ୍ଟିକ୍‌ରୁଟ୍‌ରେ ଯାତ୍ରାଲାଗି ବୁକିଂକରିପାରିବେ । ଏଥିରେ ଟିକଟ ଦାମ୍

Read more

ଗୋଦରେଜ୍ ଇଂଟେରିଓ ପକ୍ଷରୁ ଉତମ ଓ ସବୁଜ ଉତ୍ପାଦରୁ ୪୨ ପ୍ରତିଶତ ଆୟ ହାସଲ ଲକ୍ଷ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗୋଦରେଜ୍ ଗ୍ରୁପ୍‌ର ସଂସ୍ଥା ଗୋଦରେଜ୍ ଇଂଟେରିଓ ପକ୍ଷରୁ ପରିବେଶ ଅନୁକୂଳ ସ୍ଥାୟୀ ଉତ୍ପାଦର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେଣୁ ଉତମ

Read more

ଅକ୍ଟୋବର ୨୦୨୩ ପାଇଁ ଜିଏସ୍ଟି ରାଜସ୍ୱ ସଂଗ୍ରହ ଦ୍ୱିତୀୟ ସର୍ବାଧିକ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ୨୦୨୩ ଅକ୍ଟୋବର ମାସରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି, ସେଥି ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍ଟି,

Read more

ଜିଏମଆଇଏସ ୨୦୨୩ ଉଦଘାଟନୀ ଅଧିବେଶନରେ ଯୋଗଦେବେ ୧୨ଟି ଦେଶର ମନ୍ତ୍ରୀଗଣ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ

Read more

Advertisement

ଏବେ ଏବେ