ଆଜି ଦିନ ୧୧ଟାରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ସତର୍କତା ପାଇଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି। କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ।

Read more

ଲକ୍‌ ଡାଉନ୍‌ କଟକଣା ଭାଙ୍ଗି ଜଣେ ଗିରଫ

ଭଦ୍ରକ : ଲକ୍‌ଡାଉନ୍‌ କଟକଣା ଭାଙ୍ଗିବାରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଟାଉନ୍‌ ପୋଲିସ୍‌ ଦ୍ବାରା ଗବସାହି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

Read more

ଥାଳି ବାଡ଼େଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟ ସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ

Read more

ତାଳି, ଘଣ୍ଟିରେ କମ୍ପିଲା ଲୋକସେବା ଭବନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଦେଶ ସାରା ସ୍ବାସ୍ଥ୍ୟ କର୍ମୀଙ୍କୁ ତାଳିମାରି, ଘଣ୍ଟାଘଣ୍ଟି ବଜାଇ ସ୍ବାଗତ କରାଯାଇଛି। ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ

Read more

ଛଅଟି ଜିଲ୍ଲାରେ ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ବର : ସୋମବାର ରାଜ୍ୟର କେତେକ ଜିଲ୍ଲାରେ ଘଡଘଡ ସହ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ରାତିରେ ପ୍ରକାଶ ପାଇଥିବା

Read more

କୋରୋନାକୁ ‘ନକ୍‌ଡାଉନ୍‌’ କରିବା ପାଇଁ ଏହି ‘ଲକ୍‌ଡାଉନ୍‌’

ଭୁବନେଶ୍ବର: କୋରୋନା ଭୂତାଣୁ ବା କୋଭିଡ୍-୧୯ ସମ୍ପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ

Read more

ଜରୁରୀ ଆବଶ୍ୟକତା ନେଇ ମିଛ ନ କହିବାକୁ ଅନୁରୋଧ କଲେ ଟ୍ବିଟ୍‌ ସିଟି ସିପି

ଭୁବନେଶ୍ବର : ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିବାବେଳେ ଟ୍ବିନ୍ ସିଟି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ କେତେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି

Read more

ଜନତା କର୍ଫ୍ୟୁକୁ ଜନ ସମର୍ଥନ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକଡାଉନ ଡାକରାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଲୋକମାନେ ସ୍ବତଃପ୍ରୁତ

Read more

୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ

ଭୁବନେଶ୍ବର : ଆଜି ରେଳବିଭାଗ ତରଫରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ।

Read more

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସହଯୋଗ କରନ୍ତୁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନ ସମେତ ଓଡିଶା ସରକାରଙ୍କ ରାଜ୍ୟର ୫ ଜିଲ୍ଲା ଓ ୮ ସହର ମାର୍ଚ୍ଚ ୨୨ରୁ ମାର୍ଚ୍ଚ

Read more

Advertisement

ଏବେ ଏବେ