ଆଜିଠୁ ଝାରସୁଗୁଡାରୁ କୋଲକାତା ବିମାନ ଚଳାଚଳ

ଭୁବନେଶ୍ବର : ମଙ୍ଗଳବାର ଆରମ୍ଭ ହେଉଛି ଝାରସୁଗୁଡାରୁ କୋଲକାତା ବିମାନ ଚଳାଚଳ । ଉଡାନ ୩.୦ଯୋଜନରେ ନିୟମିତ ରୂପରେ ଚଳାଚଳ କରିବ ବିମାନ । ଆଜିଠାରୁ ଏଲାଏନ୍ସ

Read more

ବାର୍ଡଫ୍ଲୁ ପାଇଁ ବନ୍ଦ ରହିବ ନନ୍ଦନକାନନ ବିହଙ୍ଗ ସାରଣୀ

ଭୁବନେଶ୍ବର : ପୁଣି ଦେଖାଦେଇଛି ବାର୍ଡଫ୍ଲୁ ଆତଙ୍କ। ଭୁବନେଶ୍ବରରେ ବାର୍ଡଫ୍ଲୁ ହୋଇଥିବାର ପ୍ରମାଣ ମିଳିବା ପରେ ପରେ ନନ୍ଦନକାନନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ

Read more

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନ୍ତଃରାଜ୍ୟ ସହଯୋଗ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ରୀୟ ପର୍ଯ୍ୟଟନମନ୍ତ୍ରୀ ପ୍ରହଲ୍ଲାଦ ସିଂ ପାଟିଲଙ୍କ ଉପସ୍ଥିତିରେ ଗୁଜରାଟ ପର୍ଯ୍ୟଟନ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । କୋଣାର୍କ

Read more

ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ରକୁ ବାତିଲ୍ କରାଯିବ- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର :- ପାଖେଇ ଆସିଲାଣି ଯୁକ୍ତ ପରୀକ୍ଷା ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ

Read more

ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର:- ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ

Read more

ଓମଫେଡରେ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ

କଟକ: ଓମଫେଡ଼ରେ ହୋଇଥିବା ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ଏକ ମାମଲାର ବିଚାର କରି ହାଇକୋର୍ଟ ସିବିଆଇକୁ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କଟକ କୋ-ଅପରେଟିଭ

Read more

ଛାତ ଭୁଶୁଡିବା ଘଟଣା ତଦନ୍ତ ଆରମ୍ଭ କଲା କମିଶନରଟ୍ ପୁଲିସ

ଭୁବନେଶ୍ୱର:- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିର୍ମାଣାଧୀନ ନିୟୁ ଆରାଇଭାଲ ଛାତ ଭୁଶୁଡିବା ଘଟଣାରେ ତଦନ୍ତ ଆରମ୍ଭ କରିଛି କମିଶନରଟ୍ ପୁଲିସ । ଏହି ୭ ଜଣିଆ

Read more

ନର୍ଲା ଫରେଷ୍ଟ ରେଞ୍ଜରେ କାମ୍ପା ଫଣ୍ଡରେ କୋଟିକୋଟି ଟଙ୍କା ଲୁଟ

ଭୁବନେଶ୍ୱର : କଳାହାଣ୍ଡି ନର୍ଥ ଡ଼ିଭିଜନ ଅନ୍ତର୍ଗତ ନର୍ଲା ରେଞ୍ଜରେ କମ୍ପା ଫଣ୍ଡରେ ପ୍ଲାଣ୍ଟେସନ ପାଇଁ ଆସିଥିବା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ କିଭଳି ଚାରାଗଛ ରୋପଣ

Read more

କୋଣାର୍କକୁ ମିଳିବ ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ଭୁବନେଶ୍ବର : ବିଶ୍ଵ ଐତିହ୍ୟ ଭାବେ ପରିଚିତ ଓଡିଶାର କୋଣାର୍କ ମନ୍ଦିରକୁ ଯଥାଶୀଘ୍ର ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ। ଏହାକୁ ଏକ ସ୍ଵତନ୍ତ୍ର ଉତ୍ସବରେ

Read more

ମୋ ସରକାର ଅଧିନକୁ ଆସିବ ରାଜସ୍ବ ବିଭାଗ

ଭୁବନେଶ୍ୱର- ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ ସରକାର ଅଧୀନକୁ ଆସିବ। ଏହା ପୂର୍ବରୁ ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କର ଛୁଟି ବାତିଲ କରାଯାଇଛି

Read more

Advertisement

ଏବେ ଏବେ