ପୃଥିବୀର ଧନୀ କେନ୍ଦୁଝରଜିଲ୍ଲା ଖଣିଶ୍ରମିକ ଭୋକଉପାସରେ…

ମାୟାଧର ନାୟକ ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୃଥିବୀର ଧନୀଜିଲ୍ଲା କେନ୍ଦୁଝରର ଖଣିଶ୍ରମିକ ପରିବାର ଭୋକଉପାସରେ… ଆଜି କାନ୍ଦୁଛି । ହଜାର ହଜାର ଖଣିଖାଦାନଶ୍ରମିକ ବେକାର । ଖଣି ଅଛି,

Read more

ଆଜାଦୀ କା ଅମୃତ ମହୋତ୍ସବ

ସୁବାଷ କୁମାର ତାରଣିଆଁ ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ଅଗଷ୍ଟ ୧୩ରୁ ୧୫ ତାରିଖ ତିନିଦିନ ଧରି ପାଳିତ ହୋଇଥିଲା ଆଜାଦୀ କା ଅମୃତ

Read more

ଫବୃୟାରୀ ୧୮ ମହା ଶିବରାତ୍ରୀ ଉପଲକ୍ଷେ ମହାଶିବ, ମହାଶକ୍ତି, ମହାଦେବ, ମହାଯୋଗୀ ଓ ମହାମୃତ୍ୟୁଞ୍ଜୟ

ପ୍ରଦୀପ ସେନାପତି ତେତିଶିକୋଟି ଦେବାଦେବୀ, ଅସୁର ପ୍ରବୃତ୍ତି, ମାନବଗଣ, ପଶୁପକ୍ଷୀ, ବୃକ୍ଷଲତା ଆଦି ତାଙ୍କ ପାଦତଳେ ଆଶ୍ରିତ । ସେ କୌଣସି ଦେବାଦେବୀମାନଙ୍କୁ ପୂଜା, ତପସ୍ୟା କରନ୍ତି

Read more

ପୁରୀ-ଭୁବନେଶ୍ୱର-କଟକ-ଯାଜପୁର-କେଉଁଝର-ତାଳଚେର ଭୂମିକମ୍ପରେ ଡୁବିଯିବ କି ?

ମାୟାଧର ନାୟକ ଏବେ ଆମଓଡିଶାରେ ପୁରୀ-ଭୁବନେଶ୍ୱର-କଟକ-ଯାଜପୁର-କେଉଁଝରଭୂମିକମ୍ପ ହୋଇଡୁବିଯିବକି ? ଲିକ୍ଟର୍‍ ସ୍କେଲରେତୀବ୍ରତା ୬. ହୋଇପାରେ । ତୁର୍କୀ ଓ ସିରିଆରେ ପ୍ରକୃତିରତାଣ୍ଡବ ଦେଖାଦେବା ପରେଏବେସମଗ୍ରବିଶ୍ୱରେଭୟରବାତାବରଣସୃଷ୍ଟିହୋଇଛିବୋଲିଭୂତତ୍ୱବିଜ୍ଞାନୀମାନଙ୍କଗବେଷଣାରୁଉଦ୍ଧାରକରିବରିଷ୍ଠଶ୍ରମିକନେତାମାୟାଧର ନାୟକସତର୍କଘଣ୍ଟୁ ଶୁଣାଇଛନ୍ତି

Read more

ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ

ମାୟାଧର ନାୟକ ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ, ମହାନ୍‍ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ତଥା ନୂତନ ସାମ୍ବାଦିକତାର ନାନ୍ଦୀକାର ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ସ୍ମୃତିସଭାରେ ତାଙ୍କୁ

Read more

ଆଜି ଦେଶର ବଜେଟ : ଗୁଳି ଆଉ ଶୁଳିର ବଜେଟ

ମାୟାଧର ନାୟକ ରାତ୍ର ୧୨…. ରକ୍ତନଦୀରେ ଜୀବନ ଜୁଆର । ଅଗଷ୍ଟ ୧୫…. ମଶାଲ ଲିଭିଯିବା ପରେ ଘଣ୍ଟାର କଣ୍ଟା ପାଖରେ କିନ୍ତୁ ଅଣ୍ଟ ନୂଆଁଇ ଦେଇଛି

Read more

ରେଳ ବଜେଟ୍‍ରେ ବ୍ୟୟବରାଦ କର, ନଚେତ୍‍ ମାଲଗାଡି ଅଟକିଯିବ

ମାୟାଧର ନାୟକ ଭୁବନେଶ୍ୱର/କଟକ/ଅନୁଗୁଳ/ସମ୍ବଲପୁର/ରାଉରକେଲା/ବାଲେଶ୍ୱର/ବରହମପୁର/କୋରାପୁଟ/ବ୍ୟାସନଗର/କଳିଙ୍ଗନଗର/ଦାନଗଦୀ/କୋରେଇ, ୨୯/୦୧: ଯାଜପୁରରୋଡରୁ ଧାମରାକୁ ରେଳସଂଯୋଗ ହେଲେ ବିରଜାକ୍ଷେତ୍ର, ଆଖଣ୍ଡଳମଣୀ, ଧାମରାଇମନ୍ଦିର, ଭିତରକନିକା ଅଭୟାରଣ୍ୟ, ପର୍ଯ୍ୟଟନଶିଳ୍ପର ବିକାଶ, କଳିଙ୍ଗନଗର, ନାଲ୍‍କୋର ଶିଳ୍ପାଞ୍ଚଳସହ ଧାମରାବନ୍ଦର ସଂଯୋଗୀକରଣ,

Read more

ପ୍ରଥମଥର ପାଇଁ ସାରା ଓଡିଶାରେ ଅଭିନବ ଅଭିଯାନ

ମାୟାଧର ନାୟକ ବ୍ୟାସନଗରରେ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ସୁବର୍ଣ୍ଣ ଜୟନ୍ତୀ ଓ ମହାନାୟକ ନେତାଜୀ ଜୟନ୍ତୀ ବ୍ୟାସନଗର, ୨୦/୦୧: ପ୍ରଥମଥର ପାଇଁ ସାରା ଓଡିଶାରେ ଅଭିନବ ଅଭିଯାନ

Read more

Advertisement

ଏବେ ଏବେ