ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ ମେସିନ

କଳାହାଣ୍ଡି/ଭଦ୍ରକ: ଏବେ ଲଟେରାମାନଙ୍କ ଟାର୍ଗେଟରେ ଏଟିଏମ୍ ମେସିନ ରହିଛି । ଗୋଟିଏ ଦିନରେ ରାଜ୍ୟ ଭିନ୍ନଭିନ୍ନ ସ୍ଥାନରେ ଲୁଟେରାମାନେ ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଜଣାପଡିଛି ।

Read more

Advertisement

ଏବେ ଏବେ