ସରାମ୍ବୋ ସ୍ଥିତ ମା ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବାଶ୍ରମରେ ଦେବ ଦମ୍ଫତି ଙ୍କ ବିବାହ ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍):ଜଗତସିଂହପୁର ବ୍ଳକ ଅନ୍ତର୍ଗତ ସରାମ୍ବୋସ୍ଥିତ ମା ସିଦ୍ଧିଦାତ୍ରୀ ଦିବ୍ୟଜୀବନ ସେବାଶ୍ରମରେ ଶୁକ୍ରବାର ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଦେବ ସମ୍ଫତିଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି
Read more