ବାତ୍ୟା ରାତିର ଖାଦ୍ୟ ଘୋଟାଲା ଞ୍ଚଚାଲିଛି ମଣିଷ ଖୋଜା,ଦସ୍ତଖତ ଅଭିଯାନ

ନାଉଗାଁ :ଫନିର ପ୍ରଭାବରେ ଅସଜଡା ଘର ଏବେ ସଜଡା ହେଉଛି । ନାଉଗାଁ ବ୍ଲକରେ ବିଦ୍ୟୁତ ଖୁଂଟ ଏବେ ସଳଖି ହୋଇ ଠିଆ ହେଉଛି । କାଁ

Read more

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଞ୍ଚବଳି ପଡୁଛନ୍ତି ସାଧାରଣ ଜନତା

ନାଉଗାଁ :ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ରାସ୍ତା ନିର୍ମାଣ କରାଯାଉଛି । ରାସ୍ତାର ରକ୍ଷାଣବେକ୍ଷଣ ପାଇଁ ମଧ୍ୟ

Read more

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ ଞ୍ଚରିଳିଫ ସାମଗ୍ରୀ ବଂଟନରେ ଅନିୟମିତତା

ନାଉଗାଁ : ବାତ୍ୟା ଫନି ଓଡିଶାର ଉପକୂଳ ଜିଲ୍ଲା ଗୁଡିକୁ ଦୋହଲାଇ ଦେଇଛି । ଏହି ସାମୁଦ୍ରିକ ଝଡ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ରିଲିଫ ସାମଗ୍ରୀ

Read more

ନାଉଗାଁରେ ବାତ୍ୟା ଫନି ପାଇଁ ରିଲିଫ ବଂଟନ ପ୍ରକିୟା ଆରମ୍ଭ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକରେ ବାତ୍ୟା ଫନି ପାଇଁ ରିଲିଫ ବଂଟନ ପକ୍ରିୟା ଆରମ୍ଭ ହୋଇଛି । ନାଉଗାଁ ବ୍ଳକସ୍ଥିତ ୧୬ଟି ପଂଚାୟତର ୩୧ଟି ରିଟେଲ ପଂଏଟରେ ଏହି

Read more

ବାତ୍ୟା ଫନି ପାଇଁ ୫ ଦଫା ଦାବି କଲା ଏସ୍ୟୁସିଆଇ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ବାତ୍ୟା ଫନିରେ କ୍ଷତିଗସ୍ତ ହୋଇଥିବା ଲୋକମାନଙ୍କୁ ସହାୟତା ପାଇଁ ଏସ୍ୟୁସିଆଇ ନାଉଗାଁ ଆଂଚଳିକ କମିଟି ପକ୍ଷରୁ ୫ ଦଫା ସମ୍ବଳିତ ଦାବିପତ୍ର ନାଉଗାଁ ବିଡିଓ ରଶ୍ମୀରେଖା

Read more

ବିଦ୍ୟୁତ ପାଇଁ ଅଂଟା ଭିଡିଲେ ଗ୍ରାମବାସୀ

ନାଉଗାଁ,:ବାତ୍ୟା ଫନିରେ ନାଉଗାଁ ବ୍ଳକରେ ବିଦ୍ୟୁତ ସେବା ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ବାତ୍ୟା ହେବାର ଦୀର୍ଘ ୭ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ

Read more

ମନ୍ଥର ଗତୀରେ ଚାଲିଛି ବିଦ୍ୟୁତ ମରାମତି କାମ ଅନ୍ଧାରରେ ନାଉଗାଁ ବ୍ଲକ

ନାଉଗାଁ : ବାତ୍ୟା ‘ଫନି’ ପ୍ରଭାବରେ ନାଉଗାଁ ବ୍ଳକରେ ବିଦ୍ୟୁତ ତାର ଓ ଖୁଂଟ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ନାଉଗାଁ ଅଂଚଳକୁ ଚାରି ଦିନ

Read more

ବାତ୍ୟା ଫୋନୀର ପ୍ରଭାବ ସରକାରୀ ଭାବେ ୧ ଓ ବେସରକାରୀ ଭାବେ ୨ ମୃତ , ଞ୍ଚବିଦ୍ୟୁତ ସରବରାହ ବନ୍ଦ,ଗଛ ଉପୁଡି ରାସ୍ତା ବନ୍ଦ

ନାଉଗାଁ : ନାଉଗାଁ ବ୍ଲକରେ ବାତ୍ୟା ଫୋନିର ପ୍ରଭାବ ଶୁକ୍ରବାର ସକାଳୁ େଦେଖିବାକୁ ମିଳିଥିଲା । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ଫଳରେ

Read more

କଂଗ୍ରେସ କର୍ମୀଙ୍କୁ ହତ୍ୟା

ଚତୁର୍ଥ ପଯ୍ୟାୟୂ ନିର୍ବାଚନ ପାଇଁ ଚଳଚଞ୍ଚଳ ରହିଥିଲା ରାଜନୈତିକ ମହଲରେ । ସକାଳ ୭ ଟା ଠାରୁ ଆରମ୍ଭ ହୋଇଯାଇଥିଲା ଭୋଟର ମାନଙ୍କର ମତଦାନ ପ୍ରକ୍ରିୟା ।ରାଜ୍ୟରେ

Read more

Advertisement

ଏବେ ଏବେ