୨୪ ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଳ୍‌ାର ୨୪ ଜଣ କନିଷ୍ଠ ରାଜସ୍ୱ ସହାୟକ ନିଯୁକ୍ତି ପାଇଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ୨୪ ଜଣ ନବ ନିଯୁକ୍ତ

Read more

୨ ସାମ୍ୱାଦିକଙ୍କ ପରିବାରକୁ ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ

ଯାଜପୁର, (ଓ୍ବାଇଏନ୍ଏସ୍):ମୋ ସ୍ୱାମୀ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ତାଙ୍କ ମୃତ୍ୟୁ ପରେ ମୁଁ ଓ ମୋର ଏକମାତ୍ର ପୁତ୍ର ବେସାହାରା ହୋଇପଡିଥିଲୁ ।

Read more

ଯାଜପୁରଜିଲାଶିକ୍ଷା ଅଧିକାରୀଭାବେ ରଞ୍ଜନ ଗିରିଯୋଗଦେଲେ

ଯାଜପୁୁର, (ୱାଇଏନ୍‌ଏସ୍‌): ଯାଜପୁରଜିଲାଶିକ୍ଷା ଅଧିକାରୀଭାବେରଞ୍ଜନ କୁମାରଗିିରିକାର୍ଯ୍ୟରେଯୋଗ ଦେଇଛନ୍ତି ।କାର୍ଯ୍ୟାଳୟରେ ପହଂଚିବା ପରେତାଙ୍କସମସ୍ତକର୍ମଚାରୀମାନେ ଭାବ୍ୟସମ୍ବର୍ଦ୍ଧନାଜଣାଇଥିଲେ । ଏହା ପୁର୍ବରୁସେକ୍ଷେତ୍ରେଶ୍ୱରୀମା’ ବିରଜାଙ୍କ ଦର୍ଶନ କରି ଅଫିସ୍‌କାର୍ଯ୍ୟରେଯୋଗଦେଇଥିବା ପ୍ରକାଶ । ପୁର୍ବରୁସେବାଲେଶ୍ୱରଜିଲାଶିକ୍ଷା

Read more

ଭଦ୍ରକ ବିଧାୟକ କାର୍‌କୁ ଧକ୍କା ଦେଲା ଟ୍ରକ୍

ଯାଜପୁର: ଭଦ୍ରକ ବିଧାୟକ କାର୍‌କୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ତାଙ୍କ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଳ୍‌ଳ୍ପକେ ବର୍ତ୍ତିଛନ୍ତି ଭଦ୍ରକ ବିଧାୟକ

Read more

ଟେରାକୋଟା ଓ କାଇଁଚ ତିଆରି ରାକ୍ଷୀ ଷ୍ଟଲ ଉଦ୍‌ଘାଟିତ

ଯାଜପୁର, (ୱାଇଏନ୍‌ଏସ୍‌): ମହିଳା ମାନଙ୍କୁ ସଶକ୍ତ ତଥା ଆତ୍ମ ନିର୍ଭରଶୀଳ କରିବାକୁ ସରକାର ଅନେକ ପଦକ୍ଷେପ ନେଇଚ୍ଥନ୍ତି । ସେହିପରି ମହିଳା ମାନେ ମଧ୍ୟ ନିଜର ଦକ୍ଷତା

Read more

ଦିବ୍ୟାଙ୍ଗ ଚିହ୍ନଟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, (ଓ୍ବାଇଏନ୍ଏସ୍):ଦିବ୍ୟାଙ୍ଗ ମାନେ ସମାଜର ଅଙ୍ଗ । ସେମାନଙ୍କ ଆବଶ୍ୟକତାକୁ ପୂରଣ ସହ ମୁଖ୍ୟ ସ୍ରୋତରେ ସାମିଲ କରାଗଲେ ସେମାନେ ମଧ୍ୟ ସମାଜ ପାଇଁ ସମ୍ୱଳ ହୋଇପାରିବେ

Read more

ସ୍ୱଳ୍ପ ସଂଚୟ ଲଟେରୀରେ ଊଠିଲା ୧୦୯ ଜଣଙ୍କର ୩ ଲକ୍ଷ ୩୧ ହଜାର ଟଙ୍କା

ଯାଜପୁର,(ଯୁଗାବ୍ଦ ନ୍ୟୁଜ) : ସ୍ୱଳ୍ପ ସଂଚୟ ଏକ ଊପାଦେୟ ଓ ଊତ୍ସାହପ୍ରଦ ଯୋଜନା । କ୍ଷୁଦ୍ର ଜଳ ବିନ୍ଦୁରୁ ସିନ୍ଧୁ ସୃଷ୍ଟି ହେଲା ଭଳି ଚ୍ଥୋଟ ଚ୍ଥୋଟ

Read more

ପଚ୍ଥୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଗଣନା କାର୍ଯ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଓ ଶିକ୍ଷାଗତ ପଚ୍ଥୁଆ ବର୍ଗ ତାଲିକା ପ୍ରସ୍ତୁତି ସମୟରେ ନିଷ୍ଠାପର ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ

Read more

ଗୀତାଜାଗରଣ ପରିଷଦର ଓଡ଼ିଆ ନବବର୍ଷ ପାଳନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଇଅଛି । ଗୀତା ଜାଗରଣ

Read more

Advertisement

ଏବେ ଏବେ