ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

ଯାଜପୁର,(ୱାଇଏନ୍ଏସ୍): ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ କେହି ସନ୍ତାନ ଦାନ

Read more

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଯାଜପୁର, ତା ୧୬ା୧୧ : କୋଭିଡ କଟକଣା ଯୋଗୁଁ ଭର୍ଚୁଆଲ ମୋଡରେ ଯାଜପୁର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଚ୍ଥି । ସୋମବାର ପୂର୍ବାହ୍ନରେ

Read more

ଦେବଦୂତ ସାଜିଲେ ଲଲ ଭାଇ

ଯାଜପୁର,(ଓ୍ବାଇଏନ୍ଏସ୍): ଭୁଇଁପୁର ପଞ୍ଚାୟତରେ ଘର ପୋଡ଼ି ପରିବାର ଲୋକେ ଅସହାୟ ଅବସ୍ଥାରେ ଥିଲା ବେଳେ ଦେବଦୂତ ସାଜି ପରିବାର ଲୋକଙ୍କ ପାଖରେ ପହଞ୍ଚିଲେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ

Read more

ଗାନ୍ଧୀ ଚ୍ଥକ ଠାରେ କୋଭିଡ କିଓସ୍କ ଉଦ୍‌ଘାଟିତ 

ଯାଜପୁର,(ଓ୍ବାଇଏନ୍ଏସ୍) : ଯାଜପୁର ଜିଲ୍ଲା ସଦର ମହକୁମା ଗାନ୍ଧୀ ଚ୍ଥକ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଦ୍ୱାରା ଏକ କୋଭିଡ କିଓସ୍କ ଉଦ୍‌ଘାଟିତ ହୋଇଯାଇଚ୍ଥି ।

Read more

ଯାଜପୁର ଠାରେ ଆଗାମୀ କାଳୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଯାଜପୁର,(ଓ୍ବାଇଏନ୍ଏସ୍): ଆଗାମୀ କାଳୀ ପୂଜା ଜିଲ୍ଲାଠାରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ନିରାଡମ୍ୱର ଭାବେ ପାଳନ ନିମନ୍ତେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ

Read more

ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ 

ଯାଜପୁର, (ଓ୍ବାଇଏନ୍ଏସ୍): ଦୁର୍ନୀତି ଏକ ଦୁସ୍ଥ ମାନସିକତା । ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍‌ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ

Read more

ଅଣ ଦେଖାରେ ରାଜ୍ୟର ଯୁବପ୍ରତିଭା

ଯାଜପୁର,(ୱାଇଏନ୍ଏସ୍): ରାଜ୍ୟ ବିଜୁ ଜନତା ଦଳର ନବ କଳେବର ପରେ ଏଥିରୁ ବାଦ୍ ପଡ଼ିଛନ୍ତି ରାଜ୍ୟର ଜଣେ ସୁପରିଚିତ ଚେହେରା ଯୁବପ୍ରତିଭା ସମାଜସେବୀ ଦିଲ୍ଲିପଧିର ସାମନ୍ତ ।

Read more

ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ କୋରାନା ଯୋଦ୍ଧା ସମ୍ମାନ

ଯାଜପୁର,(ୱାଇଏନ୍ଏସ୍): ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମହାନ୍ତିଙ୍କୁ କୋରନା ଯୋଦ୍ଧା ଭାବେ ଉତ୍ତୋରିୟ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଛି

Read more

Advertisement

ଏବେ ଏବେ