ପହିଲିଭୋଗ
ପୁଷ ପ୍ରବେଶିଲା ଧରଣୀ ହସିଲା ସୁବର୍ଣ୍ଣ ଫସଲ ଧରି, ଲକ୍ଷ୍ମୀ ସଜହେଲେ ବାପଘର ଯିବେ ଘେନି ଦାସୀ ପରିଚାରି । ଭାଳେଣୀ ପଡିଲା ଶ୍ରୀମନ୍ଦିରେ କିଏ ପାଠିଏ
Read moreମୋ ମନ ବଳିଛି ଦେଖିବି କାଳିଆ ଶ୍ରୀକ୍ଷେତ୍ର ମଉଡମଣୀ, ଓଢ଼ଣ ଷଷ୍ଠୀରୁ ଘୋଡେଇ ହୋଇଛି ନୂଆ ଶୀତବସ୍ତ୍ର କିଣି । ଷଷ୍ଠୀରୁ ପିନ୍ଧିବ ମାଘ ଶ୍ରୀପଞ୍ଚମୀ ଜାଡର
Read moreକେବେ ଯାଇଥିଲି ମନେ ନାହିଁ ମୋର ଏବେ ଆଉ ଥରେ ଯିବି, ଦେଖି ପାରିଲେ ତୁ ଚିହ୍ନି ପାରିବୁ କି ନାହିଁ ମୋର ପୂର୍ବ ଛବି ।
Read moreତୁମେ ନାମେ କିଏ କେତେ କଥା କୁହେ ଥଟା ମଜା ଗାଳି କରି, କିଏ କଳି କରେ ଅଭିମାନ ଭରେ ପ୍ରେମ ଭାବ ଭକ୍ତି ଧରି ।
Read moreଶୀତ ଆସି ଗୀତ ଲେଖେ ସବୁରି ମନରେ ସେ ଗୀତେ ସ୍ବର ସଜାଏ ପ୍ରୀୟା ତା କଣ୍ଠରେ (୦) ସାତ ସ୍ବରେ ବାନ୍ଧିଛି ସେ ଜୀବନ ତାହାର
Read moreଜଗତ ଜାକର ଯେତେକ କଳା ହେଲା ନିଅଣ୍ଟ, କଳାଶ୍ରୀମୁଖକୁ ନଆଙ୍କି ତାଙ୍କ ପୂରିଲା କଣ୍ଟ । ଶେଷେ ତାଙ୍କ ମନେ ପଡିଲା ତୁମ କଳାଶ୍ରୀମୁଖ, ଏତିକିରେ ଅଧା
Read more