ସବୁ ଦଳର ଟିକେଟ୍‍ ଆଶାୟୀ ରାଜଧାନୀରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ସର୍ବାଧିକ

ବେଲଗୁଣ୍ଠା (ଜୁଗାବ୍ଦ ନ୍ୟୁଜ୍‍): ଆସନ୍ତା ଏପ୍ରିଲ୍‍ ୧୮ରେ ଆସ୍କା ସାଂସଦ କ୍ଷେତ୍ର ଓ ୭ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ପ୍ରଶାସିନକ ସ୍ତରରେ

Read more

ଦଳ ଛାଡିଲେ ପ୍ରକାଶ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ

Read more

ବ୍ରହ୍ମପୁର ଲୋକସଭା ପାର୍ଥୀ ଚନ୍ଦ୍ରଶେଖର ଓ ବିଧାନସଭା ପ।।ର୍ଥୀ ବିକ୍ରମ ପଣ୍ଡା !

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ବହୁ ଦିନର ବାଦ ବିବାଦ ପରେ ବ୍ରହ୍ମପୁର ସହରର ଲୋକସଭା ପାର୍ଥୀ ଓ ବିଧାନସଭା ପାର୍ଥୀଙ୍କୁ ନେଇଁ ଯେଉଁ ଟଣାଓଟରା ଚାଲିଥିଲା

Read more

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାହୁଲ

ନିର୍ବାଚନ ଘୋଷଣା ପରେ ଓଡିଶା ଗସ୍ତରେ କଂଗ୍ରେସ କମାଣ୍ଡର ରାହୁଲ ଗାନ୍ଧୀ । ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ ୨୦୧୯ ମହାସମର ପାଇଁ କର୍ମୀଙ୍କୁ

Read more

ବୈଜୟନ୍ତ ପରେ ପଦ୍ମ ଧରିଲେ ଦାମ

ନିର୍ବାଚନ ତାରିଖ ଘୋଷଣା ହୋଇସାରିବା ପରେ ଆଉମାତ୍ର କେତେ ଦିନ ବାକି ରହିଛି ନାମାଙ୍କନ ପତ୍ର ଦାଖଲ ତାରିଖ ।ଏହି କ୍ରମରେ ରାଜ୍ୟର ବରିଷ୍ଠ ର ।ଜନୈତିକ

Read more

କଂଗ୍ରେସର ଦୁଇ ନେତା ବିଜେପିରେ ଯୋଗ ଦେଲେ

ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ରାଜନୀତିରେ ଦେଖାଦେଇଛି ପାର୍ଥି ମାନଙ୍କର ଅଦଳବଦଳ । କିଏ ଶଙ୍ଖ ଛାଡି

Read more

ସୋସିଆଲ ମିଡିଆରେ ନିର୍ବାଚନ ପ୍ରଚାର କରିଲେ ହେବ ଆକ୍ସନ

ନିର୍ବାଚନ ପାଇଁ ପ୍ରଚାର ପ୍ରସାରରେ ମୂଖ୍ୟ ଭୂମିକା ଗ୍ରହଣ କରିଛି ସୋସିଆଲ ମିଡିଆ । ନିର୍ବାଚନରେ ବିଜୟଲାଭ କରି କ୍ଷମତାକୁ ଆସିବା ପାଇଁ ରାଜନୈତିକ ଦଳ ମାନେ

Read more

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ୨ଠ-୮ ଫର୍ମୁଲାରେ ଲଢ଼ିବେ

ନୂଆଦିଲ୍ଲୀ (ଏଜେନ୍ସି): ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍ କର୍ଣ୍ଣାଟକରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି ।

Read more

ରାହୁଲ ଙ୍କ ନଜରରେ ଓଡିଶା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସମାବେଶ ରାହୁଲ ଯୋଗଦେବେ। ଏଥିପାଇଁ ସମସ୍ତ

Read more

ସବୁ ପୋଷ୍ଟର କାଡିଲା ପୌରପରିଷଦ

ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ସ୍ଥାନୀୟ ପୌରପରିଷଦ ତରଫରୁ ପଦକ୍ଷେପ ନିଆଯିବ ଦେଖିବାକୁ ମିଳିଛି। ଆଜି ସ୍ଥାନୀୟ ପୌରପରିଷଦ ତରଫରୁ ପୌର କର୍ମଚାରୀ ଏକ ଟ୍ରାକ୍ଟର

Read more

Advertisement

ଏବେ ଏବେ