ଆନ୍ତର୍ଜାତିକ ଶିଶୁ ନିର୍ଯାତନା ନିରାକରଣ ଦିବସ

ମଣିଷ ଆଜି ବିଂଶ ଶତାବ୍ଦୀର ମଧ୍ୟଭାଗରେ ପହଞ୍ôଚଥିଲେ ହେଁ ସାରା ବିଶ୍ୱରେ ଗରିବ ଓ ନିରୀହ ଶିଶୁମାନେ ବିଭିନ୍ନ କାରଣରୁ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର

Read more

ସ୍ୱାମୀଙ୍କ ମଙ୍ଗଳକାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା ମହିଳା

ଭାରତୀୟ ପରପଂରା ସମଗ୍ର ବିଶ୍ୱରେ ମହାନ । ଏହି ଭାରତ ବର୍ଷରେ ୧୨ ମାସରେ ୧୩ ପର୍ବ ଅନୁଷ୍ଠିତ ହୁଏ । ଭାରତ ବର୍ଷରେ ହିନ୍ଦୁ ,

Read more

ପ୍ରକାଶ ପାଇଲା +୨ ବିଜ୍ଞାନ ରେଜଲ୍ଟ ; ପୁଣି ବାଜି ମାରିଲେ ଝିଅ

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଚଳିତବର୍ଷ ୭୨.୩୩ ପ୍ରତିଶତ

Read more

୧୫ ଜିଲ୍ଲା ରେ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ପ୍ରଭାବରେ ସୋମବାର ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସୋନପୁର, ବୌଦ୍ଧ, କୋରାପୁଟ ,ରାୟଗଡ଼ା, ମୟୂରଭଞ୍ଜ, କନ୍ଧମାଳ, ବଲାଙ୍ଗିର, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ଦିନ

Read more

ହିଞ୍ଜିଳିକୁ ଚୟନ କଲେ ନବୀନ

ଭୂବନେଶ୍ୱର ,( ଯୁଗାବ୍ଦ ନ୍ୟୁଜ୍): ରବିବାର ବିଧାନସଭା ବିଜେପୁର ଆସନକୁ ବାଏ ବାଏ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଦିନ ଧରି ରାଜନୈତିକ ମହଲରେ

Read more

ଯୁବ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କୁ ଶୁଭେଚ୍ଛା

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍): ପ୍ରଥମ ଥର କାକଟପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତୁଷାରକାନ୍ତ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବାରୁ କାକଟପୁର-ନୟାହାଟ ବିଜେଡିରେ

Read more

ଜୁନ୍ ୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଏଥର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ୩୦ ତାରିଖ ପର‌୍ୟ୍ୟନ୍ତ ଚାଲିଥିଲା ।ଜୁନ ୩

Read more

୨୨ ତମ ବାଚସ୍ପତି ହେଲେ ସୂର୍ଯ୍ୟପାତ୍ର

ବିଜେଡି ର ବରିଷ୍ଠ ନେତା ତଥା ଦିଗପହଣ୍ଡି ର ବିଧାୟକ ସୂର୍ଯ୍ୟ ନାରାୟନ ପାତ୍ର ଷୋଡଶ ବିଧାନସଭା ର ୨୨ ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି

Read more

ବିଜେପୁର ପାଇଁ ହାତ ଖୋଲିଦେଲେ ନବୀନ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିବା ପରେ ଜନସାଧାରଣ ଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶୃତି ପାଳନ କରୁଛନ୍ତି ମୁଖ୍ୟମନ୍ତ୍ୀ ନବୀନ ପଟ୍ଟନାୟକ । ପ୍ରଥମେ

Read more

ଆଜି ବିଧାନସଭାର ୨୨ ତମ ବାଚସ୍ପତି ନିର୍ବାଚନ

ଗତ ୨୯ ତାରିଖରେ ସରକାର ଗଠନ ଓ ମନ୍ତ୍ରୀ ମଣ୍ଡଳ ର ଗଠନ ପର୍ଯ୍ୟାୟ ସରିଯାଇଛି । ଆଜି ବିଧାନ ସଭାର ବାଚସ୍ପତି ପଦ ପାଇଁ ଆବଶ୍ୟକିୟ

Read more

Advertisement

ଏବେ ଏବେ