ରଥଯଜ୍ଞର ଶାନ୍ତି ଉଦକ : ଅଧରପଣା

(ଯୁଗାଦ୍ଦ ନ୍ୟୁଜ)ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରତିଟି କଥାର ବିଶେଷତ୍ୱ ଅଛି । ଏହି କାରଣରୁ ଶ୍ରୀଜୀଉମାନଙ୍କ ଠାରେ ଲାଗି ହେଉଥିବା ପଣାଭୋଗ ଗୁରୁତ୍ୱପୂର୍ଣ୍ଣ ଅଟେ । ଶ୍ରୀମନ୍ଦିରରେ ବୈଶାଖମାସରୁ

Read more

ଶ୍ରୀକ୍ଷେତ୍ରେ ବାହୁଡ଼ାଯାତ୍ରା

ଅଧୁନା ଶ୍ରୀକ୍ଷେତ୍ର ବ୍ୟତୀତ ଓଡ଼ିଶା ତଥା ଭାରତ ଭୂଖଣ୍ଡ ଏବଂ ବିଦେଶର ବହୁସ୍ଥାନରେ ରଥଯାତ୍ରା ହୁଏ । ତେବେ ରଥଯାତ୍ରା କହିଲେ ପୁରୀ ବା ଶ୍ରୀକ୍ଷେତ୍ରର ରଥଯାତ୍ରାକୁ

Read more

ଆଜି ବିଶ୍ୱ ଜନସଂଖ୍ୟା ଦିବସ

(ଯୁଗାବ୍ଦ ନ୍ୟୁଜ) ସମଗ୍ର ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଉଥିବ ଜନସଂଖ୍ୟା ଚିନ୍ତାର ବିଷୟ ପାଲଟିଥିବାବେଳେ ଏହାକୁ ନିୟନ୍ତଚ୍ଣକୁ ଆଣିବା ପାଇଁ ସଚେତନ କରାଯାଉଛି । ସଚେତନତା

Read more

ଶ୍ରୀକ୍ଷେତ୍ରେ ବାହୁଡା ଦୃଶ୍ୟ

ସମଗ୍ର ଭାରତବର୍ଷରେ ଉକ୍ରଳ ଭୂମି ଏକ ଜଗନ୍ନାଥ ସଂସ୍କୃତିସଂପନ୍ନ ପ୍ରାଚୀନ ସଭ୍ୟରାଜ୍ୟ ଭାବେ ପରିଚିତ । କେଉଁ ଅନାଦି କାଳରୁ ଏଠାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳିତ

Read more

ଆଡ଼ପ ଅବକାଶେ ହେରା ପଂଚମୀ

ଆଷାଢ଼ ଶୁକ୍ଳ ଦ୍ୱିତୀୟାଦିନ ଜିଊମାନଙ୍କର ଶ୍ରୀମନ୍ଦିରରୁ ରଥଯୋଗେ ଆଡ଼ପ ମଣ୍ଡପ ଅର୍ଥାତ୍ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯେଉଁ ଯାତ୍ରା ହୁଏ, ତାକୁ ଆଡ଼ପଯାତ୍ରା ଅଥବା ଶ୍ରୀଗୁଣ୍ଡିଚା ଯାତ୍ରା କିମ୍ବା

Read more

ଶ୍ରୀକ୍ଷେତ୍ରର ଘୋଷଯାତ୍ରା ଓ ବଳରାମ ଦାସଙ୍କ ବାଲିରଥ

ରଥଯାତ୍ରା କହିଲେ ପୁରୀର ଘୋଷଯାତ୍ରାକୁ ବୁଝାଏ । ଭକ୍ତମାନଙ୍କ ପାଇଁ ଭଗବାନଙ୍କର ଅର୍ଥାତ୍ ଶ୍ରୀ ଜଗନ୍ନାଥଙ୍କର ଘୋଷଣାକୁ ଆଧାର କରି ଏହି ଯାତ୍ରାକୁ ଘୋଷଯାତ୍ରା କୁହନ୍ତି ।

Read more

ମହାବାତ୍ୟା ଫନି : କାହାର ପୁଷମାସ ତ କାହାର ସର୍ବନାଶ

ସୁବାସ କୁମାର ତାରଣିଆଁ ମୋ : .୯୭୭୬୫୧୦୭୯୪ ସମାଜରେ ବଞ୍ôଚ ରହିବାକୁ ହେଲେ କିଛି ସୁଖ, ଦୁଃଖ, ସ୍ମୃତି, ଅନୁଭତି, ଦୈବୀ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡ଼ିଥାଏ

Read more

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ସୁନାବେଶ

ବିପିନ ବିହାରୀ ମହାନ୍ତି ଶ୍ରୀ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଚକ୍ର ଇତ୍ୟାଦି ଚତୁର୍ଦ୍ଧାମୂର୍ତ୍ତିମାନେ ପ୍ରକୃତରେ ପ୍ରତିମା ନୁହନ୍ତି । ଏମାନେ ଯଥାର୍ଥରେ ଗୋଟିଏ

Read more

Advertisement

ଏବେ ଏବେ