ବେଲଗୁଣ୍ଠାପ୍ରେସକ୍ଲବରବାର୍ଷିକସାଧାରଣବୈଠକଓନୂତନକର୍ମକର୍ତ୍ତାଚୟନ।

ବେଲଗୁଣ୍ଠା: ବେଲଗୁଣ୍ଠାପ୍ରେସ୍କ୍ଲବରଏକବାର୍ଷିକସାଧାରଣ ବୈଠକଓନୂତନ କର୍ମକର୍ତ୍ତା ଚୟନକାର‌୍ୟ୍ୟକ୍ରମଅନୁଷ୍ଠିତହୋଇଯାଇଅଛି।ପ୍ରେସ୍କ୍ଲବରସଭାପତିମାଧବ ଚନ୍ଦ୍ରଆପଟଙ୍କସଭାପତିତ୍ବରେହୋଇଥିବାଏହିକାର‌୍ୟ୍ୟକ୍ରମରେମୁଖ୍ୟଅତିଥି ଭାବେଗାଙ୍ଗପୁରଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଯୋଗଦେଇଥିବା ବେଳେବେଲଗୁଣ୍ଠାଫାଣ୍ଡି ଅଧିକାରୀପ୍ରକାଶ କୁମାର ସାହୁସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର‌୍ୟ୍ୟକ୍ରମଆରମ୍ଭରେସମ୍ପାଦକସୁଶାନ୍ତମିଶ୍ରବାର୍ଷିକ ବିବରଣୀ ଉପସ୍ଥାପନା କରିବାସହନୂତନକର୍ମକର୍ତ୍ତାଚୟନପାଇଁପ୍ରସ୍ତାବ ଦେଇଥିଲେ।

Read more

Advertisement

ଏବେ ଏବେ