ଆମ ଜିଲ୍ଲା କଟକ ରାଜ୍ୟ ମା’ କାଳୀଙ୍କ ଭସାଣୀ ବେଳେ ବିଶୃଙ୍ଖଳା, ଶୋଭାଯାତ୍ରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିସ୍ 26/10/2025 YWPSENU3 0 Comments Chaos during Maa Kali Bhasani, recommendation for cancellation of procession license କଟକ(ଓ୍ବାଇଏନଏସ): କଟକ କାଳୀ ପ୍ରତିମା ଭସାଣ ଉତ୍ସବ ଶେଷ ଭସାଣରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଵା କରିବାକୁ ଚେଷ୍ଟା କରିଥିବା ପୂଜା କମିଟି ମାନଙ୍କର ଶୋଭାଯାତ୍ରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିସ । ଗୋଟିଏ ବର୍ଷ ଶୋଭାଯାତ୍ରା ଲାଇସେନ୍ସ ଦିଆ ନ ଯିବା ଲାଗି ଡିସିପିଙ୍କୁ ସୁପାରିଶ କଲେ ଏକାଧିକ ଥାନା ଅଧିକାରୀ। Spread the love