ସମାଜସେବା ସଙ୍ଗଠନର ସଫେଇ କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତର ଚାଚତେଇ ସମାଜସେବୀ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଙ୍ଗଠନର ଆବାହକ ଧରଣୀଧର କର, ସଭାପତି ଜୟଦେବ ସାହୁ, ସମ୍ପାଦକ ଅଜୟ ସାହୁ, କୋଷାଧ୍ୟକ୍ଷ ସୁଦର୍ଶନ ଜେନା, ଉପସଭାପତି ପ୍ରଶାନ୍ତ ଦାଶ, ସହ ସମ୍ପାଦକ ଗଜେନ୍ଦ୍ର ଜେନା, ସଦସ୍ୟ ଶ୍ରୀକାନ୍ତ ଜେନା, ସନ୍ତୋଷ ସାହୁ, ସୀତାକାନ୍ତ ଜେନା, ବନମାଳୀ ନାୟକ, ସନ୍ତୋଷ ପଣ୍ଡା ବନମାଳୀ ସାହୁ, ଶ୍ରୀବତ୍ସ କର, ଜିତେନ୍ଦ୍ର ପାଣିଗ୍ରାହୀ, ବିକାଶ କରଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ । ପୂର୍ବରୁ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ