ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଭାବେ ଆରମ୍ଭ ହେଲା କୋକୋ ରିସର୍ଟ କୋଣାର୍କ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ – ଭୁବନେଶ୍ଵର ମୁଖ୍ୟ ରାସ୍ତା ବନାଖଣ୍ଡି ନିକଟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଭାବେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ଅତିଥେୟ ପ୍ରଦାନ ପାଇଁ କୋକୋ ରିସର୍ଟ। ପର୍ଯ୍ୟଟକ ମାନଙ୍କ ରହଣି , ଖାଇବା ସୁବିଧା ସହ ଆମୋଦ ପ୍ରମୋଦ ପାଇଁ ଆବଶ୍ୟକ ଭିତ୍ତିଭୂମୀ ଥିବା ଏହି ରିସର୍ଟରେ ଶୀତ ତାପ ନିୟନ୍ତ୍ରିତ ଲକ୍ସଜ୍ଜରି କୋଠରୀ ,  ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଇବା ପାଇଁ ରେଷ୍ଟୁରାଣ୍ଟ ସହ ଇଭେଣ୍ଟ ବ୍ୟବସ୍ଥା କରାଯାଇଛି। ବିବାହ ଉତ୍ସବ , ଜନ୍ମ ଦିନ ଉତ୍ସବ , ବିଭିନ୍ନ ପ୍ରକାର ସମାବେଶ କାର୍ଯ୍ୟକ୍ରମ , ସାଂସ୍କୃତିକ କାର୍ଯ୍ୟକ୍ରମ , ସାମାଜିକ କାର୍ଯ୍ୟକ୍ରମ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଖୋଲା ପାର୍କିଂ, ନଡ଼ିଆ ବଗିଚା , ମାଛ ପୋଖରୀ ସହ ପ୍ରାକୃତିକ ପରିବେଶ ଅତିଥି ମାନଙ୍କୁ ଆକର୍ଷିତ କରିବ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ବିବାହ ଉତ୍ସବ ଓ ଅନ୍ୟାନ୍ୟ ଉତ୍ସବ ପାଇଁ ବହୁତ୍ କମ ମୂଲ୍ୟରେ ଷ୍ଟାର କ୍ୟଟେଗୋରି ସୁବିଧା ଯୋଗାଇ ଦିଆଯିବ ବୋଲି କୋକୋ ରୀସର୍ଟ ପକ୍ଷରୁ ସଞ୍ଜୟ ଜେନା ଓ ଚିନ୍ମୟ ସାମନ୍ତରାୟ ସୁଚନା ଦେଇଛନ୍ତି। ବୁକିଂ ପାଇଁ ୭୮୯୪୧୦୯୬୮୮ ଓ ୯୪୩୯୧୦୬୬୮୮ ରେ ସାଧାରଣ ଲୋକେ ଯୋଗାଯୋଗ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ