ନୂତନ ପ୍ରଧାନ ଡାକପାଳଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅଖିଳ ଭାରତ ଡାକ ବିଭାଗ ଜାତି, ଜନଜାତି କଲ୍ୟାଣ ସଂଗଠନ, କେନ୍ଦୁଝର ମଣ୍ଡଳ ଶାଖା ତରଫରୁ କେନ୍ଦୁଝର ପ୍ରଧାନ ଡାକ ଘରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଡାକପାଳ ଅଶୋକ କୁମାର ମିର୍ଦ୍ଧାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ତଥା କେନ୍ଦୁଝର ବଜାର ଉପଡାକଘରର ସବ ପୋଷ୍ଟ ମାଷ୍ଟର ଗିରିଶ ଚନ୍ଦ୍ର ନାୟକ ତଥା ସଂଜୀବ କୁମାର ଦାସ,ଚନ୍ଦ୍ରଶେଖର ମହାରଣା,ହାରାମଣୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ