ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ଆଜି ପୂର୍ବାହ୍ନରେ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଭୋଇସାହି ସ୍ଥିତ କାର୍ଯ୍ୟଳୟ ର ବୈଠକ କକ୍ଷରେ ଜିଲ୍ଲା ବିଜେପି ପକ୍ଷରୁ ଏକ ଗୁରୁତ୍ବପୁର୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଯାଇଅଛି, ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଏହି ବୈଠକର ଅଧ୍ୟକ୍ଷତା କରି ଆଗାମୀ ଦିନରେ ହେବାକୁ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଯଥା ଜିଲ୍ଲା ସ୍ତରୀୟ, ମଣ୍ଡଳ ସ୍ତରୀୟ  ପଣ୍ତିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ବିଷୟ ରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ କହିଥିଲେ, ଜିଲ୍ଲା ବାସୀଙ୍କ  ମୌଳିକ ସୁବିଧା କିପରି ପାଇ ପାରିବେ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା, ବୈଠକ ଆରମ୍ଭରେ ସାଧରଣ ସମ୍ପାଦକ ପର୍ଶୁରାମ ପରିଡ଼ା ସମ୍ୟକ୍ ସୂଚନା ଦେଇଥିଲେ , ରାଷ୍ଟ୍ରୀୟ ବନ୍ଦନା ଓ ଜାତୀୟ ସଙ୍ଗୀତ ଯଥାକ୍ରମେ ପ୍ରଥମ ଓ ଶେଷ ରେ କରା ଯାଇଥିଲା,ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର , ଲମ୍ବୋଦର ନାୟକ , ଉପ ସଭାପତି ସୁକୁମାର ଦାସ, ଗୌରାଙ୍ଗ ଚରଣ ଦାସ,ସିପ୍ରା ରେଖ ମହାପାତ୍ର, ବିଜୟ ସାହୁ, ଅଜୟ ପଣ୍ଡା , କରୁଣା କର ପଣ୍ଡା, ଭାରତୀ ମଲ୍ଲିକ,ସୁସ୍ମିତା ଚାନ୍ଦ୍, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହ ସଂଯୋଜକ ରଣଜିତ୍ କୁମାର ପୃଷ୍ଟି, ଲୋକନାଥ ପରିଡ଼ା, ବରିଷ୍ଠ ନେତ୍ରୀ ସୁଷମା ରାଣୀ ବିଶ୍ଵାଳ,ସଂପାଦକ ଚିତ୍ତ ରଞ୍ଜନ ପଣ୍ଡା, ନିରାକାର ପଣ୍ଡା ରାଜେଶ ମୋହାପାତ୍ର, ରବୀତା ଦାସ, ରୋଜାଲିନ ପାଣି, ବଳରାମ ବିଶ୍ଵାଳ, ସୁଭଦ୍ରା ପାଢ଼ୀ , ଉଷାରାଣୀ ରାଉଳ, କୋଷାଧ୍ୟକ୍ଷ ମୋହିତ ପୋଦାର ,ଇଂ ରାଜେଶ୍ ମହାକୁଡ଼, ନାରାୟଣ ମହନ୍ତ, ତାପସ ମୋହାନ୍ତି,ସୁସ୍ମିତା ପଣ୍ଡା, ଶେଖ୍ ଅତ୍ତିଉଲ୍ଲା , ସାକମ୍ବରୀ ସିଂ ପ୍ରମୁଖ ଯୋଗଦାନ କରିଥିଲେ ଶେଷ ରେ ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ