ଦେଶୀ ଓ ବିଦେଶୀ ମଦ ଜବତ, ୪ଗିରଫ

ହାଟଡିହି: କେନ୍ଦୁଝର ଜିଲ୍ଲା ଅବକାରୀ ଅଧୀକ୍ଷକ ଦିବ୍ୟ ରଞ୍ଜନ ଦିପଙ୍କ ନିର୍ଦ୍ଦେଶ କ୍ରମେ ହାଟଡିହି ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା, ଏଏସ୍‌ଆଇ ଶୁଶାନ୍ତ କୁମାର ରାଉତ, କନେଷ୍ଟବଳ ଆରତୀ ବେହେରା, ସୁରେଶ କୁମାର ବେହେରା ପ୍ରମୁଖ ସୋସୋ ଥାନା ଅଧିନସ୍ଥ ଢେଙ୍କା, ଡେଙ୍ଗାଚୁଆ ଓ ନନ୍ଦିପଦା ଥାନା ଅଧୀନସ୍ଥ ଅଁରା, ମଧୁରଗଡିଆ ଗାଁରେ ଚଢ଼ାଉ କରି ୨୦ଲିଟର ଦେଶୀ ମଦ ଓ ୧୦ଲିଟର ୪୦୦ମିଲିଲିଟର ବିୟର ଏବଂ ୩ଲିଟର ୩ଲିଟର ୬୦ମିଲି ଲିଟର ବିଦେଶୀ ମଦ ଜବତ କରିଥିଲେ। ଏହି ଘଟଣାରେ ପ୍ରଭାକର ମହାନ୍ତି, ମିର୍ଜା ମାଝୀ, ଉଦୟ ଜେନା, ନାରାୟଣ ପରିଡ଼ାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ