ଚୋରି ଅଭିଯୋଗ ରେ ୫ ଗିରଫ

ଛତ୍ରପୁର, (ଓ୍ବାଇଏନଏସ):  ଚୋରି ଅଭିଯୋଗ ରେ ୫ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚମାଖଣ୍ଡି ଥାନା ପୋଲିସ।  ସୂଚନା ପ୍ରକାରେ କଣମଣା ଅଂଚଳର ଏକ ଅତର ଭାଟିରୁ କିଛିଦିନ ତଳେ ମୋଟର ପମ୍ପ, ତମ୍ବା ତାର ଓ ତମ୍ବା ଘୋଡଣି ଚୋରି ହୋଇଥିବା ଥାନା ରେ ଅଭଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଚମାଖଣ୍ଡି ପୋଲିସ ୫ ଜଣ କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ମାଟିଖାଲ ଅଞ୍ଚଳର ମିଟୁ ପ୍ରଧାନ, କଣମଣା ଅଞ୍ଚଳର ଏସ. ମୋହନ ରେଡି, ଏସ. ଗୋବିନ୍ଦ ରେଡି, ଛତ୍ରପୁର ଅଞ୍ଚଳର ଯୀଶୁ ସ୍ୱାଇଁ ଓ ସନୋଜ କୁମାର । ଏନେଇ  ତଦନ୍ତ ଅଧିକାରୀ ଅଭିଜିତ ସାମଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ