କଟକରେ ଫୁଡ୍ ସେଫ୍ଟି ଟିମ୍‌ର ଅଚାନକ ଚଢ଼ାଉ, ସିଲ୍ ହେଲା ହୋଟେଲ୍

କଟକ, (ଓ୍ବାଇଏନଏସ): କଟକ ମଙ୍ଗଳାବାଗ ମେଡିକାଲ ରୋଡ୍‌ରେ ରାସ୍ତା କଡ଼ରେ ଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ଚଢ଼ାଉ କରାଯାଇଛି । କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ ଅଚାନକ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ଦୁଇଟି ହୋଟେଲ୍ ସିଲ୍ ହୋଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୁଇଟି ହୋଟେଲକୁ ସିଲ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ