ମାଗଣା ସ୍ୱାସ୍ଥ୍ୟ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାମନଗର ହାଇଟେକ୍ ପ୍ଲାଜା ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟତ ଗଜପତି ଜିଲ୍ଲାରେ ବୟସ୍କ ହୁଦ୍ ରୋଗୀଙ୍କ ସଂଖ୍ୟା ଅଧୂକା ଥୂବା ଓ ପଇସା ଅସୁବିଧା ରୁ ଚିକିତ୍ସା ନକରି ସ୍ବାସ୍ଥ୍ୟ ବିଗିଡିବା ଦେଖୂ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଅନୁରୋଧରେ ହାଇଟେକ୍ ମେଡ଼ିକାଲ୍ ପ୍ରତିଷ୍ଠାତା ତଥା ହାଇଟେକ୍ ଗ୍ରୁପ ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଆଜି ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଆଖପାଖ ଅଞ୍ଚରୁ ଶତାଧୂକ ରୋଗୀ ଆଜି ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ I ଓଡ଼ିଶାର ଜଣେ ଜଣାଶୁଣା ଅଭିଜ୍ଞ ହୃଦରୋଗୀ ବିଶେଷଜ୍ଞ ଡ: ସ୍ବେତଙ୍କ ଦାସ ଆଜି ପାରଳାରେ ପହଞ୍ଚି ସମସ୍ତ ରୋଗୀ ଙ୍କୁ ଚିକିତ୍ସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ