ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଧରଣୀଧରବିଶ୍ଵବିଦ୍ୟାଳୟଦ୍ଵାରାଆୟୋଜିତ କ୍ରିଡ଼ା ପ୍ରତିଯୋଗିତା ର ତୃତୀୟ ଦିନ। ମାଇନିଂ ପଡିଆ ରେ ଅନୁଷ୍ଠିତ ପ୍ରଥମ ମହିଳା କ୍ରିକେଟ୍ ମ୍ୟାଚ୍ ରେ  ଗଙ୍ଗାଧର ମେହେରବିଶ୍ଵବିଦ୍ୟାଳୟଶ୍ରୀରାମଚନ୍ଦ୍ରଭଞ୍ଜଦେଓବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି । ପୁରୁଷ କ୍ରିକେଟ୍ ମ୍ୟାଚ୍ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଖୋଲିକଟ ବିଶ୍ଵବିଦ୍ୟାଳୟକୁ ପରାସ୍ତ କରିଛି। ଶଙ୍କର ପୁର ଖେଳ ପଡିଆ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି।ଧରଣୀଧର ବିଶ୍ଵବିଦ୍ୟାଳୟ  ପଡ଼ିଆରେ ଅନୁଷ୍ଠିତ ମହିଳା କବାଡି ମ୍ୟାଚ୍ରେରମାଦେବୀବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଥିବା ବେଳେ ଫକୀର ମୋହନ ବିଶ୍ବବିଦ୍ୟାଳୟରେଭେନ୍ସାବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ସେହିପରି ପୁରୁଷ କବାଡି ମ୍ୟାଚ୍ ରେ ଗଙ୍ଗାଧର ମେହେର।ବିଶ୍ଵବିଦ୍ୟାଳୟଧରଣୀଧର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଅନ୍ୟ ଏକମ୍ୟାଚ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପରାସ୍ତ କରିଛି।ଧରଣୀଧର ମେଡିକାଲ କଲେଜରେ ରେ ଅନୁଷ୍ଠିତ ବସ୍କେଟ ବଲ ପୁରୁଷ ବିଭାଗ ମ୍ୟାଚ୍ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଅନ୍ୟ ଏକମ୍ୟାଚରେ ଉତ୍କଳବିଶ୍ବ ବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ପରାସ୍ତ କରିଛି। ମହିଳା ବସ୍କେଟ୍ ବଲ ପ୍ରତିଯୋଗୀତା ରେ ଖୋଲିକଟ ବିଶ୍ଵବିଦ୍ୟାଳୟ ଧରଣୀଧର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରି ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରାଜେନ୍ଦ୍ରବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି।କ୍ୟାରମ୍ ପ୍ରତିଯୋଗିତା ରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଧରଣୀଧର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଭଲିବଲ ପ୍ରତିଯୋଗିତାରେ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଖୋକ ପୁରୁଷ ବିଭାଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି।ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ପ୍ରଥମ ଥର ପାଇଁ ଆକର୍ଷଣୀୟ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ୍ ପେନାଲ୍ଟି ସୁଟ ଆଉଟ୍ ୪/୨ ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ କୁ ପରାସ୍ତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ