ବାଲି ମାପିଆଙ୍କ ମାଡରେ ଜୁନିଅର ମାଇନିଂ ଅଫିସର ଆହତ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କାଠସିଂଗଡାରେ ବାଲି ଗାଡି  ଚେକିଂ କରୁଥିବା ବେଳେ ବାଲି ମାଫଆ ଆକ୍ରମଣରେ ଜୁନିଅର ମାଇନିଂଙ୍କ ଅପିଂସର ତାପସ ବେହେରା ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲେଶ୍ୱର ଚିକିତ୍ସାଳୟରେ ଭର୍ତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ