କଳିଙ୍ଗ ବୈଶ୍ୟସଂଙ୍ଗ ଏବଂ ମହିଳା ସଂଘର ନୂତନ କର୍ମକର୍ତ୍ତା ଚୟନ

ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା କଳିଙ୍ଗ ବୈଶ୍ୟସଂଙ୍ଗ ଏବଂ ମହିଳା ସଂଘର ନୁତନ କର୍ମକର୍ତ୍ତା ଚୟନ କରାଗଲା। କମିଟିର ସଭାପତି ଭାବେ – ଟି ସତ୍ୟନାରାୟଣ ପାତ୍ର ସଂପାଦକ – ଏ ପ୍ରକାଶ ରାଓ, କୋଷାଧ୍ୟକ୍ଷ- ଭି ରବି କୁମାର, ଉପସଭାପତି –  ଏସ ଶ୍ରୀନିବାସ ରାଓ  ଏବଂ ମହିଳା ସଂଘର ସଭାନେତ୍ରୀ- ପି ଗିରିଜା ପାତ୍ର, ସଂପାଦକ – ଏ ଲାବନ୍ୟା, କୋଷାଧ୍ୟକ୍ଷ ଟି ନମିତା ପାତ୍ର ଚୟନ କରାଗଲା।ଏହି ଚୟନ ପ୍ରକିୟାକୁ ଅଞ୍ଚଳର ସଭାପତି- ସିଏଚ ରିବିନ୍ଦ୍ର ନାଥ ପାତ୍ର, ସଂପାଦକ – ଚିନ୍ମାରି ଟୁନା ପାତ୍ର, ଉପସଭାପତି- ଟାଙ୍କାଲୁ ବିରଞ୍ଚିନାରାୟଣ ପାତ୍ର, କୋଷାଧ୍ୟକ୍ଷ -ଜାମୁଲା କୁନା ପାତ୍ର କର୍ମକର୍ତ୍ତା ମାନେ ଆସି ଚୟନ ପ୍ରକିୟା  କରାଇଥିଲେ। ସେହିପରି ଭାବରେ ମହିଳା ସଂଘର ସଭାନେତ୍ରୀ ଭାବେ  ପି ଗିରିଜା ପାତ୍ର, ସଂପାଦକ ଏ ଲାବନ୍ୟା, କୋଷାଧ୍ୟକ୍ଷ ଟି ନମିତା ପାତ୍ରଙ୍କୁ ଚୟନ କରାଯାଇଥିଲା।ଏହି ମହିଳା ସଂଘକୁ ଅଞ୍ଚଳର ସଭାନେତ୍ରୀ- ଚିନ୍ମାରି ଗିତାଞ୍ଚଳି ପାତ୍ର, ସଂପାଦୀକା  ରିଙ୍କି ସେନାପତି, ଉପସଭାପତି- ସିଲ୍କା ସବିତା ପାତ୍ର,ସହ ସଂପାଦିକା- ପ୍ରମିଳା ପାତ୍ର ଉପସ୍ଥିତ ରହି ଚୟନ ପ୍ରକିୟାକୁ ସମ୍ପାଦନ କରିଥିଲେ।ଏହି ସମୟରେ ବୈପାରିଗୁଡାର କଳିଙ୍ଗ ବୈଶ୍ୟସଂଙ୍ଗର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ ସଭା ଶେଷରେ ଜାତୀୟ ସଂଗୀତ ପରିବେଷଣ କରାଯାଇ ସଭା  ସଂଙ୍ଗ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ