ମା’ ବାଲିମଙ୍ଗଳାଙ୍କ ପୀଠରେ ମହାଯଜ୍ଞ
କଟକ : କଟକ ମହାନଗର ନିଗମ ୫୬/୫୭ ନଂ ୱାର୍ଡ ଅଧୀନ ବାଲିକୁଦା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମହାମାୟୀ ମହାଶକ୍ତି ସ୍ଵରୁପିଣୀ, ଜଗତଜନନୀ, କଲୟାଣୀମୟୀ ମା’ ବାଲିମଙ୍ଗଳାଙ୍କ ପୀଠଦର ତିନିଦିନ ଧରି ଯଜ୍ଞ (୪୫ତମ), ହଙ୍ଗିୁଳାପୂଜା, ଦୁଦଗଡାତ୍ସବ, ଭଜନ ସମାରାେହ ଓ ସମ୍ବର୍ଦ୍ଧନା ପାଳିତ ଦହାଇଥିଲା । ପ୍ରଥମ ଦିନ ଅଗ୍ନିପୂଜା, ମହାସ୍ନାହାନ, ଦ୍ୱିତୀୟ ଦିନ ବୈଦିକ ସନ୍ତଶହ ଗୀତା, ମହାମଦେଶ ଆହୁତିପାଳିତ ହାେଇଥିବା ବେଳେ, ତୃତୀୟ ଦିବସରେ ସପ୍ତସପ୍ତି ପାଠ, ଶିଶୁକ୍ରମଶ ପୂର୍ଣ୍ଡାହୁତିପାଳିତ ହୋଇ ସନ୍ଧ୍ୟା ସମୟରେ ଭଜନ ସମାରୋହ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ଦହାଇଥିଲା । ଏଥିରେ ହଜାର ହଜାର ଦର୍ଶକ ଓ ଭକ୍ତମାଦନ ଯାେଗଦାନ କରିଥିଲେ । ଗ୍ରାମ କମିଟିର ସନ୍ଦୀପ ବେଉରା ଓ ପୂଜା କମିଟିର ସଂପାଦକ ଶରତ ଚନ୍ଦ୍ର ଭୂୟାଙ୍କ ତତ୍ଵାବଧାନଦର ଅନୁଷ୍ଠିତ ଧାମିକ କାଯଡୟର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।