ବେତନଟୀ ଶ୍ରୀରାମ ସେନା ପକ୍ଷରୁ “ଅପରେସନ ସିନ୍ଦୁର” ବିଜୟ ଉତ୍ସବ

ବେତନଟୀ ( ଉଦିତ କୁମାର ପରିଡା ) – ମୟୂରଭଞ୍ଜ ଜିଲ୍ଲା ବେତନଟୀ ଜୟ ଶ୍ରୀରାମ ସେନା, ତରଫରୁ ଶ୍ରୀରାମ ଛକରେ ଅପରେସନ ସିନ୍ଦୁରର ବିଜୟ ଉତ୍ସବ ପାଳନ କରା ଯାଇଛି। ବୁଧବାର ସନ୍ଧ୍ୟା ୭ଟା ସମୟରେ ସମସ୍ତ ସଦସ୍ୟମାନେ ଉକ୍ତ ବିଜୟ ଉତ୍ସବ ରେ ସାମିଲ ହେବାସହ ପାକିସ୍ତାନ ମୁର୍ଦାବାଦ ନାରା ଦେଇ ଥିଲେ। ତତସହିତ ଅପରେସନ ସିନ୍ଦୁରରେ ଭାରତ ପକ୍ଷରୁ ଆକ୍ରମଣ କରିଥିବା ସୈନ୍ୟମାନଙ୍କ ଲମ୍ବା ଆୟୁ ନିମନ୍ତେ ଦୀପ ଜାଳି ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ସେନା ପକ୍ଷରୁ ସଭାପତି ଆଇନଜୀବୀ ସନ୍ଦୀପ କୁମାର ମିଶ୍ର, ସମ୍ପାଦକ ସୌମ୍ୟ ଶଙ୍କର ଆଚାର୍ଯ୍ୟ, ଦିଲୀପ ମିଶ୍ର, ଚନ୍ଦ୍ରଶେଖର ମହାପାତ୍ର, ପୁନିତ କ୍ରିଷ୍ନା ସାହୁ, ମାନସ ମଢୁଆଳ, ସତ୍ୟବ୍ରତ ମିଶ୍ର, ତୁଷାରନ୍ଦୁ ସିଂହ, ଚିତ୍ତରଞ୍ଜନ ଦାଶ, ଶମ୍ଭୁନାଥ ପଣ୍ଡା, ସୁମନ୍ତ ସାହୁ, ବିକାଶ ମହାନ୍ତ, ମନୋଜ ନାୟକ, ରାକେଶ ପରିଡା, ଶିବାନନ୍ଦ ମହାନ୍ତଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ