ପଳାସପଙ୍ଗା ପଞ୍ଚାୟତକୁ ଆଇଏସଓ ମାନ୍ୟତା:ସମୀକ୍ଷା କଲେ ପ୍ରତିନିଧି

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାସପଙ୍ଗା ପଞ୍ଚାୟତ କୁ ଆଇଏସଓ ମାନ୍ୟତା ଘୋଷଣା ହୋଇଛି।ଏନେଇ ଆଜି ରାଜ୍ୟ ଉନ୍ନୟନ ପ୍ରତିଷ୍ଠାନ ସ୍କ୍ବାର୍ଡ ଭୁବନେଶ୍ବର ଓ କେନ୍ଦୁଝର ରୁ ନୋଡାଲ ଅଧିକାରୀ ପଞ୍ଚାୟତ ପରିଦର୍ଶନ କରିଛନ୍ତିଏହାଛଡା ରାଇକଳା ପଦ୍ମପୁର, ମଇଦାନକେଲ, ରଘୁନାଥପୁର ପଞ୍ଚାୟତ ରେ ପହଞ୍ଚି ସମୀକ୍ଷା କରିଥିଲେ।ପ୍ରତିନିଧି ଦଳରେ ଜିଲ୍ଲା ନୋଡାଲ ଅଧିକାରୀ ଡା.ଶ୍ରୀନିବାସ ସାହୁ,ଗ୍ରାମପଞ୍ଚାୟତ ଅଫିସର ସଞ୍ଜୟ କୁମାର ମହାନ୍ତ,ସରପଞ୍ଚ ବାସନ୍ତୀ ନାଏକ,ନିର୍ବାହୀ ଅଧିକାରୀ ଗଣେଶ୍ବର ମହାନ୍ତ,ଏଡିଓ କେଦାରନାଥ ମହାନ୍ତ,ନାଏବ ସରପଞ୍ଚ ଚିନ୍ତାମଣି ମହାନ୍ତ,ଯୋଗାଣ ସହାୟକ ବସନ୍ତ କୁମାର ମହାନ୍ତ ସାମିଲଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ