ପିଏମ ଜନମନ ରାସ୍ତା କାର୍ଯ୍ୟ ନିମ୍ନମାନର: କାର୍ଯ୍ୟକୁ ଡଙ୍ଗରିଆଙ୍କ ବିରୋଧ

କଲ୍ୟାଣସିଂହପୁର  (ଏଙ୍କେଟେଶ୍ୱର ପାଢ଼ୀ ): ପିଏମ ଜନମନ ରାସ୍ତା କାର୍ଯ୍ୟ ନିମ୍ନମାନର କାର୍ଯ୍ୟକୁ ଡଙ୍ଗରିଆଙ୍କ ବିରୋଧ, ସପ୍ତାହ ଗଲାଣି ହାତ ମାରିଲେ ପିଚୁ ଉଠୁଛି। କଲ୍ୟାଣସିଂହପୁର ନିୟମଗିରି ପାହାଡ଼ ଅନ୍ତର୍ଗତ ଦୁର୍ଗମ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପି. ଏମ. ଜନମନ ଯୋଜନାରେ ରାସ୍ତା କାର୍ଯ୍ୟ ଆରମ୍ଭ ହେଲେ କିନ୍ତୁ ଠିକ ସମୟରେ ଶେଷ ହେଲା ନାହିଁ। ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତଜନା ସୃଷ୍ଟି ହୋଇଛି।ରାସ୍ତା ଓ ପୋଲ କାର୍ଯ୍ୟ ଶେଷ ହେବାର ନା ନିର୍ମାଣ କାର୍ଯ୍ୟ ଗନ୍ଧ ନାହିଁ । ଫଳରେ ଡଙ୍ଗରିଆ କନ୍ଧମାନେ ନିତିଦିନିଆ ଯାତାୟାତରେ ଦୁର୍ଦଶା ଭୋଗୁଥ‌ିବା ଅଭିଯୋଗ କରିଛନ୍ତି । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ନିୟମଗିରି  ପାହାଡ଼ ଅନ୍ତର୍ଗତ ପାର୍ଶାଲି ପଂଚାୟତ ସାନ ଡେଙ୍ଗଲେଲି ଛକ ଠାରୁ ନିରୁଗୁଣ୍ଡି ଗାଁ ଦେଈ ଫାକେରି ରାସ୍ତା କାମର ସମୟସୀମା ସରିଥିଲେ ମଧ୍ୟ କାର୍ଯ୍ୟ ସରିନଥିବା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶବାଚୀ ସୃଷ୍ଟି ହେଉଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପ୍ରକଳ୍ପ ଆର୍ଥିକ ଅନୁଦାନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଜନମନ ସଡ଼କ ଯୋଜନାରେ ସାନ ଡେଙ୍ଗୀଲେଲି ଛକ ଠାରୁ ନିରଗୁଣ୍ଡି ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ପଡ଼ି ପିଚୁ କାର୍ଯ୍ୟ ଆରମ୍ଭ ହେଲାଣି। ପିଚୁ ପକାକିବା ସପ୍ତାହ ମଧ୍ୟ ଗଲାନାହିଁ ନିମ୍ନମାନର କାର୍ଯ୍ୟ କରିଥିବାରୁ ଡଙ୍ଗରିଆ ମାନେ ଅସନ୍ତୋଷ ପ୍ରକାଶ କଲେଣି। ମାତ୍ର କେହିଦନ ପିଚୁ କାର୍ଯ୍ୟ ଆରମ୍ଭ କୋଇକି। ଆରମ୍ବର ସପ୍ତାକ ମଧ୍ୟରେ ରାସ୍ତାରେ ହାତ ମାରିଲେ ପିଚୁ ଗୋଡି ମାଟି ବାହାରି ପଡୁଥିବାରୁ ଅତି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାକୁ ଆସିଛି ଠିକାଦାର ବୋଲି ନିରୀହ ଡଙ୍ଗରିଆ ଅଭିଯୋଗ କଲେଣି।ନିରଗୁଣ୍ଡି ଠାରୁ ଫାକେରି ପର୍ଯ୍ୟନ୍ତ ଯାତାଯାତରେ ଦୁର୍ଦଶା ଭୋଗୁଛନ୍ତି ଡଙ୍ଗରିଆ ନିରଗୁଣ୍ଡି ଗ୍ରାମ ଉପରକୁ ଡ୍ରେନ ନିର୍ମାଣରେ ଲୁହା ଛଡ଼ ନ ପକାଇ ଡ୍ରେନ କାର୍ଯ୍ୟ ଓ ଫାକେରି ରାସ୍ତା ମଧ୍ୟରେ ଏକ ପୋଲ ନିର୍ମାଣ କରାଯାଇଛି ତାହା ନିମ୍ନମାନ କାର୍ଯ୍ୟ ଛାତ ପଡ଼ିଥିବା ବେଳେ ସେଥିରେ ମଧ୍ୟ ନବରଙ୍ଗପୁର ପୁର ଶ୍ରମିକଙ୍କୁ ଠିକାରେ କାର୍ଯ୍ୟ ଦେଈ ଥିବାରୁ ପୋଲର ସ୍ଥାୟୀତ୍ୱ କୁନେଇ ପ୍ରଶ୍ନ ବାଚୀ ସୃଷ୍ଟି ? ୨ କିମିରୁ ଉର୍ଦ୍ଧ ରାସ୍ତା କରିବାକୁ ଅଟକଳ ୨ କୋଟି ୮୩ ଲକ୍ଷ ୪୫  ହଜାର ଟଙ୍କା ରହିଛି। ୫ ବର୍ଷର ରକ୍ଷଣାବେକ୍ଷଣ ନିମନ୍ତେ ଅଟକଳ ୧୯ ଲକ୍ଷ ୮୪ ହଜାର ରଖାଯାଇଛି। ଉକ୍ତ ରାସ୍ତା ୨୦୨୪ ମସିହାରେ  କାର୍ଯ୍ୟ ଆରମ୍ଭ କରି ୨୦୨୫ ମସିହା ଅଗଷ୍ଟ ୫ ତାରିଖ ମଧ୍ୟରେ ଶେଷ କରିବା ସରକାରୀ ନିୟମ ଥିଲେ ମଧ୍ୟ ଶେଷ ହେବାର ନାମ ନେଉନି।ଏହାସହ ରକ୍ଷଣାବେକ୍ଷଣ ପାଇଁ ୨୦୨୫ ମସିହା ଅଗଷ୍ଟ ଠାରୁ ୨୦୩୦ ଅଗଷ୍ଟ ପର୍ଯ୍ୟନ୍ତ ଡ୍ରେନ ସଫା ରଙ୍ଗ ମରା ଖାଲ ଖମା ମରାମତି ସୂଚନା ଫଳକ ରଙ୍ଗ ମାରିବା ଲଟା ବୁଦା ସଫା କରିବା ବର୍ଷା ପାଣି ନିଷ୍କାସନ ପାଇଁ ଉକ୍ତ ଟଙ୍କା ଖର୍ଚ୍ଚ ହେବାର ସୂଚନା ଫଳ ଫଳକରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏବେ ଅବଧୂ ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରିନାହିଁ। ନିରଗୁଣ୍ଡି ଠାରୁ ଫାକେରି ପର୍ଯ୍ୟନ୍ତ ୨ କିମି ୪୧୫ ମିଟର ପର୍ଯ୍ୟନ୍ତ ପିଚୁ ରାସ୍ତା ଓ ୦.୨୮୫ମିଟର ପକ୍କା ରାସ୍ତା କରିବା ସହ ୧୦ଟି ପୋଲ । ନିର୍ମାଣ କରିବା ପାଇଁ ବିଭାଗ ପକ୍ଷରୁ । ସହି ସୂଚନା ଫଳକରେ ଉଲ୍ଲେଖ କରିଛନ୍ତି । ପୋଲ ଗୁଡ଼ିକ ନିମ୍ନମାନର ତିଆରି କରୁଥିବା ଅଭିଯୋଗ ହେଉଛି। । ପାହାଡ଼ିଆ ଝରଣା ପାଣି ଆସିଲେ । ଉକ୍ତ ପୋଲ ଗୁଡ଼ିକ ଭାଙ୍ଗି ଯିବ ବୋଲି । ଡଙ୍ଗରିଆ କନ୍ଧ କହିଛନ୍ତି। ଏଥିପ୍ରତି । ଜିଲା ପ୍ରଶାସନ ଓ ବିଭଗୀୟ ଅଧିକାରୀ  ଦୃଷ୍ଟିଦେଇ ତୁରନ୍ତ ରାସ୍ତାକାର୍ଯ୍ୟ, ପୋଲ ନିର୍ମାଣରେ ବ୍ୟବହୃତ ଲୁହା ଛଡ଼ ପିଚୁ ଉକ୍ତ କାର୍ଯ୍ୟଟି ପ୍ରାୟ ନିମ୍ନମାନର ହେଉଥ‌ିବାରୁ ତଦନ୍ତ କରିବା ପାଇଁ  ଅଭିଯୋଗ  ହେଉଛି । ଏହି କାର୍ଯ୍ୟରେ ଭିଜିଲାନ୍ସ ତଦନ୍ତ କରି ଉନ୍ନତମାନର କାର୍ଯ୍ୟ  କରି କରିବାକୁ ସାଧାରଣରେ ଦାବି ହେଉଛି।) ନିୟମଗିରି ପାହାଡ଼ ଅନ୍ତର୍ଗତ ଦୁର୍ଗମ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପି. ଏମ. ଜନମନ ଯୋଜନାରେ ରାସ୍ତା କାର୍ଯ୍ୟ ଆରମ୍ଭ ହେଲେ କିନ୍ତୁ ଠିକ ସମୟରେ ଶେଷ ହେଲା ନାହିଁ। ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତଜନା ସୃଷ୍ଟି ହୋଇଛି।ରାସ୍ତା ଓ ପୋଲ କାର୍ଯ୍ୟ ଶେଷ ହେବାର ନା ନିର୍ମାଣ କାର୍ଯ୍ୟ ଗନ୍ଧ ନାହିଁ । ଫଳରେ ଡଙ୍ଗରିଆ କନ୍ଧମାନେ ନିତିଦିନିଆ ଯାତାୟାତରେ ଦୁର୍ଦଶା ଭୋଗୁଥ‌ିବା ଅଭିଯୋଗ କରିଛନ୍ତି । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ନିୟମଗିରି  ପାହାଡ଼ ଅନ୍ତର୍ଗତ ପାର୍ଶାଲି ପଂଚାୟତ ସାନ ଡେଙ୍ଗଲେଲି ଛକ ଠାରୁ ନିରୁଗୁଣ୍ଡି ଗାଁ ଦେଈ ଫାକେରି ରାସ୍ତା କାମର ସମୟସୀମା ସରିଥିଲେ ମଧ୍ୟ କାର୍ଯ୍ୟ ସରିନଥିବା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶବାଚୀ ସୃଷ୍ଟି ହେଉଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପ୍ରକଳ୍ପ ଆର୍ଥିକ ଅନୁଦାନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଜନମନ ସଡ଼କ ଯୋଜନାରେ ସାନ ଡେଙ୍ଗୀଲେଲି ଛକ ଠାରୁ ନିରଗୁଣ୍ଡି ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ପଡ଼ି ପିଚୁ କାର୍ଯ୍ୟ ଆରମ୍ଭ ହେଲାଣି। ପିଚୁ ପକାକିବା ସପ୍ତାହ ମଧ୍ୟ ଗଲାନାହିଁ ନିମ୍ନମାନର କାର୍ଯ୍ୟ କରିଥିବାରୁ ଡଙ୍ଗରିଆ ମାନେ ଅସନ୍ତୋଷ ପ୍ରକାଶ କଲେଣି। ମାତ୍ର କେହିଦନ ପିଚୁ କାର୍ଯ୍ୟ ଆରମ୍ଭ କୋଇକି। ଆରମ୍ବର ସପ୍ତାକ ମଧ୍ୟରେ ରାସ୍ତାରେ ହାତ ମାରିଲେ ପିଚୁ ଗୋଡି ମାଟି ବାହାରି ପଡୁଥିବାରୁ ଅତି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାକୁ ଆସିଛି ଠିକାଦାର ବୋଲି ନିରୀହ ଡଙ୍ଗରିଆ ଅଭିଯୋଗ କଲେଣି।ନିରଗୁଣ୍ଡି ଠାରୁ ଫାକେରି ପର୍ଯ୍ୟନ୍ତ ଯାତାଯାତରେ ଦୁର୍ଦଶା ଭୋଗୁଛନ୍ତି ଡଙ୍ଗରିଆ ନିରଗୁଣ୍ଡି ଗ୍ରାମ ଉପରକୁ ଡ୍ରେନ ନିର୍ମାଣରେ ଲୁହା ଛଡ଼ ନ ପକାଇ ଡ୍ରେନ କାର୍ଯ୍ୟ ଓ ଫାକେରି ରାସ୍ତା ମଧ୍ୟରେ ଏକ ପୋଲ ନିର୍ମାଣ କରାଯାଇଛି ତାହା ନିମ୍ନମାନ କାର୍ଯ୍ୟ ଛାତ ପଡ଼ିଥିବା ବେଳେ ସେଥିରେ ମଧ୍ୟ ନବରଙ୍ଗପୁର ପୁର ଶ୍ରମିକଙ୍କୁ ଠିକାରେ କାର୍ଯ୍ୟ ଦେଈ ଥିବାରୁ ପୋଲର ସ୍ଥାୟୀତ୍ୱ କୁନେଇ ପ୍ରଶ୍ନ ବାଚୀ ସୃଷ୍ଟି ? ୨ କିମିରୁ ଉର୍ଦ୍ଧ ରାସ୍ତା କରିବାକୁ ଅଟକଳ ୨ କୋଟି ୮୩ ଲକ୍ଷ ୪୫  ହଜାର ଟଙ୍କା ରହିଛି। ୫ ବର୍ଷର ରକ୍ଷଣାବେକ୍ଷଣ ନିମନ୍ତେ ଅଟକଳ ୧୯ ଲକ୍ଷ ୮୪ ହଜାର ରଖାଯାଇଛି। ଉକ୍ତ ରାସ୍ତା ୨୦୨୪ ମସିହାରେ  କାର୍ଯ୍ୟ ଆରମ୍ଭ କରି ୨୦୨୫ ମସିହା ଅଗଷ୍ଟ ୫ ତାରିଖ ମଧ୍ୟରେ ଶେଷ କରିବା ସରକାରୀ ନିୟମ ଥିଲେ ମଧ୍ୟ ଶେଷ ହେବାର ନାମ ନେଉନି।ଏହାସହ ରକ୍ଷଣାବେକ୍ଷଣ ପାଇଁ ୨୦୨୫ ମସିହା ଅଗଷ୍ଟ ଠାରୁ ୨୦୩୦ ଅଗଷ୍ଟ ପର୍ଯ୍ୟନ୍ତ ଡ୍ରେନ ସଫା ରଙ୍ଗ ମରା ଖାଲ ଖମା ମରାମତି ସୂଚନା ଫଳକ ରଙ୍ଗ ମାରିବା ଲଟା ବୁଦା ସଫା କରିବା ବର୍ଷା ପାଣି ନିଷ୍କାସନ ପାଇଁ ଉକ୍ତ ଟଙ୍କା ଖର୍ଚ୍ଚ ହେବାର ସୂଚନା ଫଳ ଫଳକରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏବେ ଅବଧୂ ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରିନାହିଁ। ନିରଗୁଣ୍ଡି ଠାରୁ ଫାକେରି ପର୍ଯ୍ୟନ୍ତ ୨ କିମି ୪୧୫ ମିଟର ପର୍ଯ୍ୟନ୍ତ ପିଚୁ ରାସ୍ତା ଓ ୦.୨୮୫ମିଟର ପକ୍କା ରାସ୍ତା କରିବା ସହ ୧୦ଟି ପୋଲ । ନିର୍ମାଣ କରିବା ପାଇଁ ବିଭାଗ ପକ୍ଷରୁ । ସହି ସୂଚନା ଫଳକରେ ଉଲ୍ଲେଖ କରିଛନ୍ତି । ପୋଲ ଗୁଡ଼ିକ ନିମ୍ନମାନର ତିଆରି କରୁଥିବା ଅଭିଯୋଗ ହେଉଛି। । ପାହାଡ଼ିଆ ଝରଣା ପାଣି ଆସିଲେ । ଉକ୍ତ ପୋଲ ଗୁଡ଼ିକ ଭାଙ୍ଗି ଯିବ ବୋଲି । ଡଙ୍ଗରିଆ କନ୍ଧ କହିଛନ୍ତି। ଏଥିପ୍ରତି । ଜିଲା ପ୍ରଶାସନ ଓ ବିଭଗୀୟ ଅଧିକାରୀ  ଦୃଷ୍ଟିଦେଇ ତୁରନ୍ତ ରାସ୍ତାକାର୍ଯ୍ୟ, ପୋଲ ନିର୍ମାଣରେ ବ୍ୟବହୃତ ଲୁହା ଛଡ଼ ପିଚୁ ଉକ୍ତ କାର୍ଯ୍ୟଟି ପ୍ରାୟ ନିମ୍ନମାନର ହେଉଥ‌ିବାରୁ ତଦନ୍ତ କରିବା ପାଇଁ  ଅଭିଯୋଗ  ହେଉଛି । ଏହି କାର୍ଯ୍ୟରେ ଭିଜିଲାନ୍ସ ତଦନ୍ତ କରି ଉନ୍ନତମାନର କାର୍ଯ୍ୟ  କରି କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ