ଖୋର୍ଦ୍ଧା ରାଜ୍ୟ ‘RRR’ ଫିଲ୍ମ ଦେଖୁ ଥିଲେ : ଆରପାରିକୁ ଚାଲିଗଲା ଜୀବନ 31/03/2022 YWPSENU8 0 Comments ‘RRR’ ଫିଲ୍ମ ଦେଖୁ ଥିଲେ : ଆରପାରିକୁ ଚାଲିଗଲା ଜୀବନ ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଏକ ଥିଏଟରରେ ଘଟିଛି ଏଭଳି ଅଘଟଣ। ଏଠାକାର ଏସ୍ଭିସି ସିନେମ୍ୟାକ୍ସ ଥିଏଟରରେ ସିନେମା ଦେଖୁଥିବାବେଳେ ଓବୁଲେସ୍ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଛି ଯାଇଛି । ଫିଲ୍ମ ଦେଖୁଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ । Spread the love