ଓଏଭି ଦଶମ ପରୀକ୍ଷାରେ ସେକ୍ ଅହେଲେସାନ୍ ରାଜାଙ୍କ ସଫଳତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଭଦ୍ରକ ଜିଲା ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସେକ୍ ଅହେଲେସାନ୍ ରାଜା ସଫଳତା ହାସଲ କରିଛନ୍ତି । ସେ ୯୧.୮ ପ୍ରତିଶତ ନମ୍ବର ରଖି ଏ-୧ରେ ଉ୍‌ତ୍ତୀର୍ଣ୍ଣ ହୋଇଛନ୍ତି । ସେ ପଧାନପଡା ପଞ୍ଚାୟତ ମାଳତୀରା ଗ୍ରାମର ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କ ନାତି ତଥା ସେକ୍ ମୁସ୍ତାକ୍ ଅଲ୍ଲୀ ଓ ମାତା ସବନା ଆଜମ୍‌ଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ ନିଜ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ