ରାଜ୍ୟ ସ୍ତରୀୟ ଗୀତାଜ୍ଞାନ ପରୀକ୍ଷା ଅନୁଷ୍ଠିତ

ନାଉଗାଁ (ଓ୍ବାଇଏନଏସ) : ନାଉଗାଁ ବ୍ଳକ ଅନ୍ତର୍ଗତ ଅବଦଲପୁର ନିକଟରେ ଥିବା ହରିହାର ନନ୍ଦ ଆଶ୍ରମ ପରିସରରେ ରାଜ୍ୟ ସ୍ତରୀୟ ପଞ୍ଚମ ଗୀତାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ପରୀକ୍ଷା ଆରମ୍ଭ ରୁ  ଆନୁଷ୍ଠାନିକ ଭାବେ ସନ୍ୟାସିନୀ ମା ଶିବମୟୀ ଓ ଉମାମୟୀ ମାଙ୍କ ଦ୍ୱାରା  ପ୍ରଦୀପ ପ୍ରଜ୍ବଳନ କରଯିବା ପରେ ଉଭୟ ମା ଛାତ୍ରଛାତ୍ରୀ ମାନଙ୍କୁ ଶୁଭ କାମନା ଜଣାଇଥିଲେ  l ଅନ୍ୟପଟେ ଏହି ପରୀକ୍ଷା ରେ ବିଭିନ୍ନ ବିଦ୍ୟାଳୟ ରୁ ପାଖାପାଖି ଚାଳିଶିରୁ  ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପରୀକ୍ଷା କୁ ବ୍ଳକ ସଂଯୋଜକ ବାବାଜୀ ଚରଣ ଦାସ,ଗୟାଧର ଦାସ ଓ ଆଶ୍ରମ ର ଗୁରୁ ଭାଇ ଓ ଭଉଣୀ ମାନେ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ