ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ
ବାଲେଶ୍ବର(ସରୋଜ ପଣ୍ଡା): ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଫକୀର ମୋହନ ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଜ ଜଣେ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମହତ୍ଯା ଉଦ୍ଯମ କରିଥିବା ଜଣାପଡ଼ି ପଡ଼ିଛି। ଆଜି ଛାତ୍ରୀ ଜଣକ ଜଣେ ଅଧ୍ୟାପକଙ୍କ ନାଁରେ ଦୁବ୍ୟବହାର ଅଭିଯୋଗ ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ହଠାତ ନିଜ ଦେହରେ ନିଆଁ ଲ ଗାଇ ଆତ୍ମହତ୍ୟା ଉଦ୍ୟମ କରି ତେବେ ସ୍ଲାମ ସ୍ଥାନୀୟ ଛାତ୍ରଛାତ୍ରୀ ତ୍ରୀ ତୁରନ୍ତି ଛାତ୍ରୀ ଜଣଙ୍କୁ ଉଦ୍ଧାର ବାଲେଶ୍ବର ମୁଖ୍ୟ ଚିକିତ୍ସାଳ ଳୟରେ ଭର୍ତ୍ତି କରିଥିଲେ। ସେଠ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଭୁବନେଶ୍ବର ସ୍ଥାନା ରାଯାଇଥିବା ଜଣାପଡ଼ିଛି।