ଅତିରିକ୍ତ ଜିଲ୍ଲାପାଳ ଭାବେ ସୁନୀଲ କେର୍କେଟାଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ  ସୁନୀଲ କୁମାର କେର୍କେଟା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ର ଅତିରିକ୍ତ କମିସନର ଭାବେ କାର୍ଯ୍ୟରତ ଥିଲେ । ଏହାସହ ସେ  ନୂଆପଡା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ବରଗଡ଼ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବିଭିନ୍ନ ପଦରେ ରହି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ସେ ୨୦୦୦ ବ୍ୟାଚ ର ଓଏ ଏସ ଅଧିକାରୀ ଅଟନ୍ତି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ