ବସ ମାଲିକ ଓ ଡ୍ରାଇଭର୍‌କୁ ମାଡ, ଅଭିଯୁକ୍ତ ଗିରଫ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ବସଷ୍ଟାଣ୍ଡ୍‌ଠାରେ ଜଣେ ବ୍ୟକ୍ତି ବସ ଭଡାକୁ କେନ୍ଦ୍ର କରି ବସର ମାଲିକ ଓ ଡ୍ରାଇଭରକୁ ମାଡମାରି

Read more

ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଅଭିଯୁକ୍ତ ଗିରଫ

ଯୋଡା, (ସମୀର କୁମାର ଦାସ):ଯୋଡା ଥାନା ଅଂଚଳରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ରେ ବିରକଳା ଗ୍ରାମର ଦିନେଶ କୁମାର ନାଏକ ନାମକ ଯୁବକକୁ

Read more

ହତ୍ୟା ମାମଲାର ପର୍ଦାଫାସ, ଅଭିଯୁକ୍ତ ଗିରଫ

ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ଚନ୍ଦ୍ର ପରଜା ହତ୍ୟାକାଣ୍ଡ ମାମଲାର ପର୍ଦାଫାସ କରିଛି ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା

Read more

ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ, ପାରିବାରିକ କଳହ ହେତୁ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ନିକଟସ୍ଥ କମଳାପୁରୁ ଗାଁରେ ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ ଘଟିଛି ବୁଧୁବାର ଦିନ

Read more

ନେସ୍କୋ ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣା, ଅଭିଯୁକ୍ତ ଗିରଫ

ହାଟଡିହି,(ବିକାଶ ବିଶ୍ୱାଳ): ବିଦ୍ୟୁତ ଶୁଳ୍କ ଆଦାୟ କରିବାପାଇଁ ଯାଇଥିବା ଆନନ୍ଦପୁର ନେସ୍କୋର ନିର୍ବାହୀଯନ୍ତ୍ରୀଙ୍କୁ ଗତ ଡିସେମ୍ବର ୨୯ତାରିଖ ଦିନ ଅଣା ଗ୍ରାମ ନିକଟରେ ମରଣାନ୍ତକ ଆକ୍ରମଣ ଘଟଣାର

Read more

ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ନନ୍ଦିପଦା ଥାନା ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ

Read more

ହାଟବାଦଡାର ପିକ୍ଅପ୍ ଭ୍ୟାନ ଝାଡ଼ଖଣ୍ଡରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସକୁ ମିଳିଛି ସଫଳତା । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓ ହାଟବାଦଡା ଫାଣ୍ଠି ଅଧିନସ୍ଥ ହାଟବାଦଡା

Read more

ବାଇକ ଚୋରୀ, ଅଭିଯୁକ୍ତ ଗିରଫ

ଯୋଡ଼ା : ସହରର ମୋହତା ହସପିଟାଲ ନିକଟରେ ରହୁଥିବା ବିନୟ କୁମାର ଶର୍ମାଙ୍କ ବାଇକ ନଂଓ ଡ଼ି୦୯ଏଲ ୦୨୭୯କୁ ଚୋରୀ କରୁଥିବାବେଳେ ଧରାପଡ଼ିଥିବା ଖବର ହସ୍ତଗତ ହୋଇଛି

Read more

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣ , ଅଭିଯୁକ୍ତ ଗିରଫ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ

Read more

ସପ୍ତମ ଶ୍ରେଣୀର ଛାତ୍ରୀ ଆଠମାସର ଗର୍ଭବତୀ, ଅଭିଯୁକ୍ତ ଗିରଫ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌):ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀର ହରିଜନ ନାବାଳିକା ଝିଅ ଆଠ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି ।ଗ୍ରାମରେ

Read more

Advertisement

ଏବେ ଏବେ