ଅମାନିଆ ଗାଡିଚାଳକ ପାଇଁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଅମାନିଆ ଗାଡିଚାଳକ ମାନଙ୍କୁ ସଚେତନତା କରାଇବା ପାଇଁ ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପରିବହନ ବିଭାଗ ପକ୍ଷରୁ ପଥୋତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି।

Read more

Advertisement

ଏବେ ଏବେ