ଜଳିଗଲା ଦୁର୍ଘଟଣାରେ ଟ୍ରକ୍‌ ଓ ବାଇକ୍‌

ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ୧୮ନଂ ଜାତୀୟ ରାଜପଥରେ ଏକ ବାଇକକୁ ଧକ୍କା ଦେବା ପରେ ଟ୍ରକ୍‌ଟିଏ ଜଳିଯାଇଛି।

Read more

Advertisement

ଏବେ ଏବେ