ତ୍ରିଦିବସୀୟ ଉଚ୍ଚପ୍ରାଥମିକ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଉଦଯାପିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉଚ୍ଚପ୍ରାଥମିକ ଶିକ୍ଷକ ତାଲିମ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ଆୟୋଜିତ ଶିବିରରେ ହିଞ୍ଜିଳିକାଟୁ
Read more