ବିର୍ଲା ଟାୟାର୍ସକୁ ( ଅଧୁନା ହିମାଦ୍ରୀ କେମିକାଲ ) କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାରର ବ୍ଯବସ୍ଥା କରାଯିବ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵରର ଲାଇଫ ଲାଇନ କୁହାଯାଉଥିବା ବିର୍ଲା ଟାୟାର୍ସକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅହରହ ପ୍ରୟାସ କରିଆସିଛନ୍ତି।

Read more

Advertisement

ଏବେ ଏବେ