ଭୁବନେଶ୍ୱରରେ ବାଲେଶ୍ୱର ମହୋତ୍ସବ ଓ ବନ୍ଧୁମିଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ରେଜିଡେଣ୍ଟସ୍ ଆସୋସିଏସନ, ଭୁବନେଶ୍ୱର ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବାଲେଶ୍ୱର ମହୋତ୍ସବ ଓ ବନ୍ଧୁମିଳନ’ ମଙ୍ଗଳବାର ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ