ଅଗଷ୍ଟକ୍ରାନ୍ତୀ ଦିବସରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାକୁ ଭୁଲିଗଲା ପ୍ରଶାସନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଅଗଷ୍ଟକ୍ରାନ୍ତୀ ଦିବସ ଅବସରରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲହାର ଟିଏ ପକାଇବାକୁ ଭୁଲି ଯାଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ।

Read more

Advertisement

ଏବେ ଏବେ