ଅଗ୍ନିକାଣ୍ଡରେ ତିନିବଖରା ଘର ଜଳିଗଲା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଅଁରା ପଞ୍ଚାୟତର ବେଲବନ୍ଧ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଟୁନା ମୁଣ୍ଡାଙ୍କ ୩ବଖରା ଘର ଜଳିଯାଇଛି ।

Read more

Advertisement

ଏବେ ଏବେ